ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି ପାଇଁ ବ୍ୟାରିକେଡ୍ ସ୍ଥାପନ
ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବୃଦ୍ଧି ପାଇଁ ପୋଲିସ ବ୍ୟାରିକେଡ୍ ସ୍ଥାପନ କରିଛି।
ମୁଖ୍ୟ ଢାଞ୍ଚାର ଚାରିପାଖରେ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିକଟରେ ଝାଡ଼ଖଣ୍ଡ ରାଞ୍ଚିର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ…