ବାଂଲାଦେଶ-ପାକିସ୍ତାନ ଦୋସ୍ତି, କାହିଁକି ଭାରତକୁ ଟେନସନ୍?
ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଏବେ ଭାରତକୁ ଚିନ୍ତିତ କରିଛି। ସମ୍ପ୍ରତି, ପାକିସ୍ତାନୀ ସେନାର ଯୁଗ୍ମ ମୁଖ୍ୟ କର୍ମଚାରୀ (DGJS) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ତବାସୁମ ହବିବଙ୍କ ନେତୃତ୍ୱରେ ଏକ ଚାରି ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ…