ଆଜି ପୁଣି ବଢିଲା ସୁନା ଦର;ଟପିଲା ଲକ୍ଷେ
ଭୁବନେଶ୍ବର: ଆଜି ପୁଣି ବଢିଛି ସୁନା ଦର । ଜୁଲାଇ ୩୦ ଅର୍ଥାତ୍ ବୁଧବାର ପୁଣି ଲକ୍ଷେ ଟପିଲା ସୁନା ।
ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୪୮୦ ଟଙ୍କା ରହିଛି ଓ ଗତକାଲି ୯୯,୮୨୦ ଟଙ୍କା ଥିଲା । ଆଜି ୬୬୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨…