Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା: ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା…

ଭୁବନେଶ୍ୱର: ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦି ସମ୍ମିଳନୀ କରି ସୂଚନା ଦେଇଛନ୍ତି।…

ଲସ୍କର ସହଯୋଗ ବିନା ଆକ୍ରମଣ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦୁନିଆ ଆଗରେ ଖୋଲିଛି ପାକିସ୍ତାନର ପୋଲ୍ । ଆତଙ୍କବାଦୀ ହମଲାରେ ନିଜ କନେକ୍ସନ୍ ନେଇ ବାରମ୍ବାର ମନା କରିଆସୁଥିଲା ପାକିସ୍ତାନ । ହେଲେ ଏବେ ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟରେ ପହଲଗାମ ଆକ୍ରମଣରେ ବିଧିବଦ୍ଧ ଭାବେ ଦି ରେଜିଷ୍ଟାନସ…

ଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ: ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି,…

ଆରଜି କର ପୀଡିତା ଡାକ୍ତରଙ୍କ ସ୍ମୃତିରେ ଲଦାଖର ଏହି ଶିଖରର ନାଁ ରହିବ ‘ଅଭୟା’….

ଲେହ: ଆରଜି କର ପୀଡିତାଙ୍କ ସ୍ମୃତିରେ ଲଦାଖର ଏକ ଶିଖରକୁ ଦିଆଯିବ ଅଭୟା ନାମ । ଯାହାଙ୍କୁ ଗଣଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିଲା । ତେବେ ଲଦାଖର ଲେହ ଜିଲ୍ଲାର ଦୂରବର୍ତ୍ତୀ ତ୍ସୋ-ମୋରିରି ଅଞ୍ଚଳରେ ଏକ ଅଭିଯାନର ଅଂଶ ଭାବରେ ପର୍ବତାରୋହୀ, ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଏକ ଦଳ ଏକ…

୨ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି 

ଭୁବନେଶ୍ୱର: ମହାନିର୍ଦ୍ଦେଶକ (ଡିଜି) କିମ୍ବା ସେହି ସମକକ୍ଷ ପଦରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଫିସର ଆର ପି କୋଚେ ଏବଂ ଯଶୱନ୍ତ ଜେଠୱାଙ୍କୁ ତାଲିକାଭୁକ୍ତ କରାଯାଇଛି। ୧୯୯୩ ବ୍ୟାଚର ଅଧିକାରୀ ଆର ପି କୋଚେ ବର୍ତ୍ତମାନ ଡାଇରେକ୍ଟର ଅଫ…

ରୁଷୀୟ ଡାକ୍ତରଙ୍କ ମନୋବଳ ଦୋହଲାଇ ପାରିନଥିଲା ୮.୮ ତୀବ୍ରତାର ଭୂମିକମ୍ପ: ଥରି ଥରି ଏମିତି କଲେ ସର୍ଜରୀ….

ନୂଆଦିଲ୍ଲୀ: ଆଜି ରୁଷ କାମଚଟକା ଉପଦ୍ୱୀପରେ ହୋଇଥିବା ୮.୮ ତୀବ୍ରତାର ଭୂମିକମ୍ପ ପ୍ରତମେ ଜାପାନ, ପରେ ପରେ ବମେରିକା, ବ୍ରାଜିଲ୍ ଲବଂ ଚୀନ ଯାଏଁ ଏହାର ପ୍ରଭାବ ବିସ୍ତାର କରାସାରିଲାଣି । ସମୁଦ୍ର ତଳେ ସୃଷ୍ଟ ଭୂମିକମ୍ପ ଏବେ ସୁନାମି ଆତଙ୍କ ଖେଳାଇଥିବା ବେଳେ ଏହାର ପ୍ରଭାବରେ ଅନେକ ଅଞ୍ଚଳକୁ…

ସୁରକ୍ଷା ବାହିନୀକୁ ବଡ଼ ସଫଳା: ୪୮ ଘଣ୍ଟାରେ ୪ଟି ଅପରେସନ୍; ୫ ଆତଙ୍କବାଦୀ ନିହତ, ଜଣେ ଗିରଫ

ଶ୍ରୀନଗର: ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଅପରେସନ୍ କରାଯାଉଛି। 'ଅପରେସନ୍ ମହାଦେବ' ପରେ ଏବେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ 'ଅପରେସନ୍ ଶିବଶକ୍ତି' କରାଯାଉଛି। ଗତ ୪୮ ଘଣ୍ଟା ମଧ୍ୟରେ…

କାହିଁକି ସୁନାମି ଆଁରେ ସବୁବେଳେ ଜାପାନ?

ନୂଆଦିଲ୍ଲୀ: ଆଜି ଭୋରରୁ ରୁଷିଆର କାମଚଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ସୃଷ୍ଟି ପରେ ଏହାର ପ୍ରଭାବ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ଏହି…

୨ ହଜାର ଅଭିଯୁକ୍ତ ଓ ୫୦୦ ସାକ୍ଷୀ, ଶୁଣାଣି ପାଇଁ ଏକ ଷ୍ଟାଡିୟମ ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସହ ଜଡିତ କ୍ୟାସ୍ ଫର୍ ଜବ୍ ଦୁର୍ନୀତି ମାମଲାର ଶୁଣାଣି କରୁଥିଲେ। ଏହି ମାମଲାରେ ୨ ହଜାର ଅଭିଯୁକ୍ତ ଏବଂ ୫୦୦ ରୁ ଅଧିକ ସାକ୍ଷୀ ଅଛନ୍ତି, ଯାହା ଯୋଗୁଁ କୋର୍ଟ ତାମିଲନାଡୁ ସରକାରଙ୍କୁ…

ବିଶ୍ବରେ ପ୍ରଥମ ମାମଲା; କର୍ଣ୍ଣାଟକରେ ମହିଳାଙ୍କ ଠାରେ ମିଳିଲା ନୂଆ ବ୍ଲଡ ଗ୍ରୁପ୍

ନୂଆଦିଲ୍ଲୀ: କର୍ଣ୍ଣାଟକର କୋଲାର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୩୮ ବର୍ଷୀୟା ମହିଳାଙ୍କ ଠାରେ ନୂଆ ରକ୍ତ ଗ୍ରୁପ୍ ମିଳିଛି । ଏହି ରକ୍ତ ଗ୍ରୁପ୍ ଏପର୍ଯ୍ୟନ୍ତ ବିଶ୍ୱରେ କୌଣସି ସ୍ଥାନରେ ଦେଖାଯାଇ ନାହିଁ । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ…