ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି: ଏସପି ପିନାକ ମିଶ୍ର
ଭୁବନେଶ୍ୱର: ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ଏନେଇ ପୁରୀ ଏସପି (ପ୍ରଭାରୀ) ପିନାକ ମିଶ୍ର ବୁଧବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ମାମଲାର ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। "ତଦନ୍ତକାରୀ ଅଧିକାରୀ ଡିଏସ୍ପି ରାଙ୍କ ଅଧିକାରୀ କଳ୍ପନା କୌରୀ, ବଳଙ୍ଗା ପୋଲିସ…