Latest Odisha News

BREAKING NEWS

ଘୁର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ଓଡିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଓଡ଼ିଶାର କିଛି ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହାର କାରଣ ହେଉଛି ଦକ୍ଷିଣ ବାଙ୍ଗଲାଦେଶ ଓ ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମରୁ…

କରିନାହାନ୍ତି କି ସୁଭଦ୍ରା ଆବେଦନ?: ଚିନ୍ତା ନାହିଁ….ପୁଣି ଖୋଲିବ ପୋର୍ଟାଲ୍, ଏହିମାନେ କରିପାରିବେ ଆବେଦନ….

ଭୁବନେଶ୍ବର: ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରାରେ ସାମିଲ ହୋଇନାହାନ୍ତି, କି ଏପର୍ଯ୍ୟନ୍ତ ସୁଭଦ୍ରାରେ ଆବେଦନ ବି କରିନାହାନ୍ତି, ସେମାନଙ୍କ ପାଇଁ ବଡ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୁଣି ସୁଭଦ୍ରାର ପୋର୍ଟାଲ ଖୋଲିବାକୁ ଯାଉଛି । ଯେଉଁମାନେ ବଞ୍ଚିତ ରହିଛନ୍ତି…

ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗାଣ୍ଡେରବଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲାନ ବ୍ରିଜ୍ ଉପରୁ ସିନ୍ଧ ନଦୀକୁ ଖସିପଡ଼ିଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଜମ୍ମୁ କାଶ୍ମୀର ଏସଡିଆରଏଫ ଗାଣ୍ଡେରବଲ ଏବଂ ଏସଡିଆରଏଫ ସବ୍…

ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର; ୫୯୯ ଟଙ୍କାରେ ପାଇପାରିବେ ଏହି ବଡ ସୁବିଧା…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏକ ନୂଆ ଏବଂ ସ୍ମାର୍ଟ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ସେବା JioPC ଲଞ୍ଚ କରିଛି । ଏହି ସେବା ମାଧ୍ୟମରେ, ଆପଣ ଯେକୌଣସି ଟିଭିକୁ କମ୍ପ୍ୟୁଟର ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ, ଆପଣଙ୍କୁ କୌଣସି ଅଲଗା CPU ର ଆବଶ୍ୟକ ହେବ ନାହିଁ । ଆପଣଙ୍କୁ କେବଳ…

ପିଚ୍ କ୍ୟୁରେଟରଙ୍କ ସହ କୋଚ ଗମ୍ଭୀରଙ୍କ ଝଗଡା, କ’ଣ ହୋଇପାରେ ଦଣ୍ଡବିଧାନ?

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଓଭାଲରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ପିଚ୍ କ୍ୟୁରେଟର ଲି ଫୋର୍ଟିସଙ୍କ ଝଗଡା ହୋଇଛି। ଫୋର୍ଟିସ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ପରେ ସେ କହିଛନ୍ତି, ଏହି ମାମଲାକୁ ଆଗକୁ ନେବେ ନାହିଁ। କିନ୍ତୁ ଯଦି…

କିଏ ସେହି ସାଂସଦ ଯିଏ ଅପରେସନ ସିନ୍ଦୂରକୁ ତାମସା ବୋଲି କହିଲେ?

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ହୋଇଛି। ଲୋକସଭାରେ ବିତର୍କ ଶେଷ ହୋଇଛି, କିନ୍ତୁ ରାଜ୍ୟସଭାରେ ଏହା ଜାରି। ମହାରାଷ୍ଟ୍ରର ସୋଲାପୁରରୁ କଂଗ୍ରେସ ସାଂସଦ ପ୍ରଣୀତି ଶିନ୍ଦେ ଏହି ଅଭିଯାନକୁ ‘ତାମସା’ ବୋଲି କହି ବିବାଦ ସୃଷ୍ଟି…

ଜଷ୍ଟିସ୍ ବର୍ମାଙ୍କ ଆବେଦନ ଉପରେ ଶୁଣାଣି ସମାପ୍ତ, ନିଜ ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ସମାପ୍ତ ହୋଇଛି। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଏଜି ମସିହଙ୍କ ଖଣ୍ଡପୀଠ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ଗତ ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏହି ଆବେଦନ ଉପରେ…

ଅପରେସନ ସିନ୍ଦୂର, ମୁସଲିମ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦେଲେନି ବିରୋଧୀ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ସଂସଦର ଉଭୟ ଗୃହରେ ଜୋରଦାର ବିତର୍କର ବିଷୟ। ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଏହା ଚର୍ଚ୍ଚାର ମୁଖ୍ୟ ବିଷୟ। ଲୋକସଭାରେ ଅପରେସନ୍ ସିନ୍ଦୂର…

ଶିଶୁଭବନର ବିରଳ ସଫଳତା: ବିନା ଅସ୍ତ୍ରୋପଚାରରେ ଶିଶୁର ଶ୍ବାସନଳୀରୁ ବାହାରିଲା ଲୁହା କଣ୍ଟା

କଟକ: ଶିଶୁଭବନ ଡାକ୍ତରୀ ଟିମ୍ ବିରଳ ସଫଳତା ହାସଲ କରିଛନ୍ତି । ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ଶିଶୁଭବନ ଡାକ୍ତରୀ ଟିମ୍ ଏକ ଶିଶୁର ଶ୍ବାସନଳୀରୁ କଳଙ୍କି ଲଗା ଏକ ଦେଢ଼ ଇଞ୍ଚ ଲମ୍ବା…

‘ପହଲଗାମ ଆକ୍ରମଣର ଫଟୋ ଜାରି କରିଥିଲା ଟିଆରଏଫ’, ପାକିସ୍ତାନର ପର୍ଦ୍ଦାଫାସ୍ କଲା ୟୁଏନଏସସି….

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦୁଇ ଥର ଦାୟୀ କରିଛି, ଦ ରେଜିଷ୍ଟାନ୍ସ ଫ୍ରଣ୍ଟ, ଟିଆରଏଫ । ଜାରି କରିଛି ଆକ୍ରମଣର ଫଟୋ । ଯିଆରଏଫ ସଂ ରହିଛି ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୈବାର ସଂପର୍କ । ଯାହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ର ନିଷେଧାଜ୍ଞା…