ଭାରତୀୟ ବଂଶୋଦ୍ଭବ ମୋଟେଲ ମ୍ୟାନେଜରଙ୍କୁ ଗୁଳିମାଡ
ୱାଶିଂଟନ: ଆମେରିକାର ପେନସିଲଭାନିଆର ପିଟ୍ସବର୍ଗରେ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ୫୧ ବର୍ଷୀୟ ରାକେଶ ଏହାଗବାନ ବୋଲି ଜଣାପଡ଼ିଛି। ଯିଏକି ରବିନସନ୍ ଟାଉନସିପରେ ଏକ ମୋଟେଲର ମ୍ୟାନେଜର ଅଟନ୍ତି।
ତେବେ ୩୭ ବର୍ଷୀୟ ଯୁବକ ୟୁଜିନ୍ ୱେଷ୍ଟ, ରାକେଶଙ୍କୁ…