Latest Odisha News

BREAKING NEWS

ରାଜ୍ୟରେ ବଢୁଛି ତାତି; ଆସନ୍ତା ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ସକାଳ ୧୦ଟା ବେଳକୁ ଖରାର ତାହି ସହିବା ମୁସକିଲ ହୋଇପଡୁଛି । ତେବେ ଭୁବନେଶ୍ବର ପାଣିପାଗ…

ବାଂଲାଦେଶ ନୂଆ ନୋଟରୁ ହଟିଲା ଶେଖ୍‌ ମୁଜିବୁର୍ ରେହମାନଙ୍କ ଫଟୋ, ସ୍ଥାନ ପାଇଲା ଏହି ସବୁ…

ଢାକା: ବାଂଲାଦେଶର ୟୁନୁସ୍ ସରକାର ରବିବାର ଦେଶରେ ନୂଆ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ 'ବଙ୍ଗବନ୍ଧୁ' ନାମରେ ପରିଚିତ ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନିତ କରାଯାଇନାହିଁ । ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ଦେଶରେ ରାଜନୈତିକ ସଙ୍କଟ ପରେ,…

ବଡ଼ଧରଣର ଡକାୟତି ଯୋଜନା ପଣ୍ଡ; ୬ ଗିରଫ

ରାଉରକେଲା: ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଛି ବନ୍ଧମୁଣ୍ଡା ପୋଲିସ । ସହର ଉପକଣ୍ଠ ବନ୍ଧମୁଣ୍ଡା ପ୍ରେମନଗର ପଡ଼ିଆ ନିକଟରୁ ଏକ ଗ୍ୟାଙ୍ଗର ୬ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ଧମୁଣ୍ଡା ସି ସେକ୍ଟର୍‌ ୧୦ ନମ୍ବର ବସ୍ତିର କୁଖ୍ୟାତ ଅପରାଧୀ ବିଟୁ ତନ୍ତୀ (୨୬),…

ଜେଇଇ ଆଡଭାନ୍‍ସଡ୍ ୨୦୨୫ ରେଜଲ୍ଟ; କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ହଂସ ଦାରୁକ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଜେଇଇ ଆଡଭାନ୍‍ସଡ ୨୦୨୫ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ହଂସ ଦାରୁକ ସର୍ବଭାରତୀୟ ରାଙ୍କ ୩୯ରେ ରହି ରାଜ୍ୟ ଟପ୍‍ପର ହେବା ନେଇ ଗୌରବ ଅର୍ଜନ କରିଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ମୋଟ ୧୩ ଜଣ ଛାତ୍ରଛାତ୍ରୀ ଜେଇଇ…

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET ପ୍ରବେଶିକା ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସାମ୍ସ ପିଜି ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ଏଥିରେ ନିଜର…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର'କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା…

ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ଓଡି଼ଶାରେ ନୂଆ ଦାୟିତ୍ବ

ଭୁବନେଶ୍ୱର: ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ। ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ବ ମିଳିଛି। ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। କେନ୍ଦ୍ର ସରକାର ସୋମବାର ୨୦୧୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିଖିଲ…

ବିଶ୍ୱ ଅର୍ଥନୈତିକ ଫୋରମରେ ଅଭିଯାନରେ ଯୋଡ଼ି ହେଲା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ୱର: ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌)ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ଯୋଡ଼ି ହୋଇଛି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ ଜୋନ୍‌ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି)। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ (ଅଙ୍ଗାରକାମ୍ଳ)…

ଆଇପିଏଲ ୨୦୨୫: କିଏ ହେବ ନୂଆ ଚାମ୍ପିୟନ

ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର ଆଇପିଏଲକୁ ନୂଆ ବିଜେତା ମିଳିବ । ଉଭୟ ଟିମ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।…

ଭଦ୍ରକରେ ୨୭୫ କୋଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ମୋଟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ…