Latest Odisha News

BREAKING NEWS

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୩ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ତାତିରୁ ତ୍ରାହି ନାହିଁ । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ,…

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି…

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ…

ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା; ଆହୁରି ବଢିବ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି । ତତଲା ହାୱାରେ ସାରା ରାଜ୍ୟ ଜଳୁଛି । ରାଜଧାନୀ ଅବସ୍ଥା ତ  ଅସମ୍ଭାଳ। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା ।  ହେଲେ ପରେ ପରେ ପାରଦ ଉପରକୁ ଉଠୁଛି । ଅତିଷ୍ଠ କରି ଦେଉଛି । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ…

ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲା, କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ୧୧ କୋଟିର ସମ୍ପତ୍ତି ଜବତ…

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ ଏବଂ ଅନ୍ୟମାନଙ୍କ ମାଲିକାନାରେ ଥିବା ପ୍ରାୟ ୧୧.୦୪ କୋଟି ଟଙ୍କା ମୂଲ୍ୟର ୪ଟି ସମ୍ପତ୍ତି ମଙ୍ଗଳବାର ଦିନ ‘ଆଟାଚ୍’ କରିଥିବା ସାମ୍ନାକୁ ଆସିଛି। ଇଡି…

ପୁଣିଥରେ ଦଳକୁ ଫେରିବାକୁ ଚାହୁଁଛନ୍ତି ମୁକୁଲ ରୟ : ବିଜେପି କହିଲା ତାଙ୍କୁ ନେବାକୁ ଇଚ୍ଛା ନାହିଁ

କୋଲକାତା: ଟିଏମ୍‌ସି-ବିଜେପି-ଟିଏମ୍‌ସି ଏବେ ପୁଣି ବିଜେପିକୁ ଫେରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ନେତା ମକୁଲ ରୟ। ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପୁଣିଥରେ ଦଳକୁ ଫେରିଆସିବାକୁ ଚାହୁଁଥିବା କହିବେ ବୋଲି ମୁକୁଲ କହିଛନ୍ତି। ନିଜକୁ ଜଣେ ବିଜେପି ବିଧାୟକ…

କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା; ତରୁଣଙ୍କ ପାଇଁ ପ୍ରଚାର କରିବେ କହ୍ନୖେୟା କୁମାର

ଭୁବନେଶ୍ୱର:  ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ରାଜନୖେତିକ ଦଳ । ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ଉପନିର୍ବାଚନରେ କଂଗ୍ରେସ ତରୁଣ…

ଅପାଠୁଆର ପାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୁଣ୍ଡରେ ମଇଳା ଗାମୁଛାର ଠେକାଟେ ଭିଡ଼ି, ଆପଣା ଟ୍ରଲିକି ଆଉଜି ଦେହରୁ ଝାଳ ପୋଛି ରାସ୍ତାକଡେ ଏଡ଼େ ପାଟିରେ ଯାହା ଗପୁଛି, ତା କଥାକୁ ଶୁଣୁଥିବା ଲୋକଙ୍କ ଭିଡ ଠେଲି, ମୁଁ ବି ଶୁଣିଗଲି । କହୁଥିଲା... ଆଜ୍ଞାମାନେ ! ମତେ ଟିକେ ବୁଝେଇଦେଲେ, ଏଇ ଯୋଉ ପାଠ ସବୁ…

ସମଲିଙ୍ଗୀ ବିବାହ ମାମଲା : ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି(ବୁଧବାର) ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି…

ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ : ତୃତୀୟ ସ୍ଥାନରେ ଆମେରିକା

ନୂଆଦିଲ୍ଲୀ: ଏବେ ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ର ଚୀନ ନୁହେଁ ଭାରତ। ଜନସଂଖ୍ୟା ତୁଳନାରେ ଭାରତ ଚୀନକୁ ପଛରେ ପକାଇ ଦେଇଛି। ବୁଧବାର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁଏନ୍‌ଏଫ୍‌ପିଏ ଜନସଂଖ୍ୟା ଡାଟା…