Latest Odisha News

ପାକିସ୍ଥାନ ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ଇସଲାମାବାଦ: ପାକିସ୍ଥାନ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି । ସେହିପରି ୮୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନବାବଶାହ ପିପୁଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।…

ପ୍ରେମିକ ଉପରେ ରାଗିଯାଇ ୮୦ ଫୁଟ୍ ଟାଓ୍ବାରରେ ଚଢିଲା ପ୍ରେମିକା, ପଛେ ପଛେ ପ୍ରେମିକ ବି

ରାୟପୁର : ଗରେଲା ପେଣ୍ଡ୍ରା ମାରଓ୍ବା ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ରାଗି ଯାଇ ପାଓ୍ବାର ଲାଇନର ୮୦ ଫୁଟ ଉଚ୍ଚ ଟାଓ୍ବାର ଉପରେ ଚଢି ଯାଇଛି । ଏହି ଘଟଣାର ଭିଡିଓ ବତ୍ତର୍ମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରେମିକ ଜଣକ ମଧ୍ୟ…

ଦିନିକିଆ ବିଶ୍ୱକପ କ୍ରିକେଟ: ୧୮ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୮ଜଣିଆ ଦଳ ଘୋଷଣା କରିଛି । ପ୍ୟାଟ କୁମିନ୍ସ ଦଳର ନେତୃତ୍ୱ ନେଇଥିବା ବେଳେ ଷ୍ଟାର ଖେଳାଳି ମାର୍ନସ ଲାବୁସେନଙ୍କୁ ସୁଯୋଗ ମିଳିନି । ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଟିମକୁ ୨୮ ସେପ୍ଟମ୍ବର…

ସଦସ୍ୟତା ହରାଇ ପାରନ୍ତି ବିଜେପି ସାଂସଦ ରାମଶଙ୍କର କଠେରିୟା

ନୂଆଦିଲ୍ଲୀ; ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରା ସ୍ଵତନ୍ତ୍ର କୋର୍ଟ । ଏଯାବତ୍ ଏହି ଦଣ୍ଡାଦେଶ ଆଦେଶ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିନାହିଁ । କୋର୍ଟର ଏହି ଆଦେଶ ମିଳିବା ପରେ ରାମଶଙ୍କର କଠେରିୟାଙ୍କ ସଂସଦର ସଦସ୍ୟ ପଦ…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ: ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲାନ ନିଆ । ଦମକଳ ବିଭାଗର ୮ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଦିଲ୍ଲୀ ଏମ୍ସର ଏମର୍ଜେନ୍ସି ୱାର୍ଡ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ଦିନ ପ୍ରାୟ ୧୧.୫୪ରେ ଏହି ଅଗ୍ନିକାଣ୍ଡ…

ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ; ଦୂର ହେବ ପ୍ରସବ ପରର ଅବସାଦ

ନୂଆଦିଲ୍ଲୀ:  ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାର ପ୍ରଥମ ଔଷଧକୁ ଅନୁମୋଦନ ମିଳିଛି । ଆମେରିକାର ଏକ ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତୃତ୍ବ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ । କିନ୍ତୁ ଗର୍ଭାବସ୍ଥା ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା…

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି ।…

ଚୀନକୁ ଭାରତର ଉଚିତ୍ ଜବାବ, ସୀମାରେ ଥିବା ଭିତ୍ତିଭୂମିକୁ ସୁଦୃଢ଼ କରିଛି ସରକାର: ଜୟଶଙ୍କର

ନୂଆଦିଲ୍ଲୀ: ଚୀନକୁ କଡ଼ା ଜବାବ ଦେବା ପାଇଁ ସୀମା ଭିତ୍ତିଭୂମିରେ ଭାରତ ଅଭୁତପୂର୍ବ ଅଗ୍ରଗତି କରିଛି। ଦୁର୍ଗମ ଅଞ୍ଚଳରେ ସଡ଼କ, ଟନେଲ, ବ୍ରିଜ୍ ନିର୍ମାଣ କରାଯାଇଛି। ଯାହା ଦ୍ୱାରା ସୁରକ୍ଷା ବାହିନୀ ଦ୍ରୁତଗତିରେ ଯାତାୟାତ କରି ଶତ୍ରୃ ଉପରେ ନଜର ରଖିପାରିବେ। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ…

ଶ୍ରାବଣ ସୋମବାରରେ ଅଘଟଣ ; ସାଳନ୍ଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡିଆ

ଖଇରା: ଭାସିଗଲେ କାଉଡିଆ । ଶ୍ରାବଣ ସୋମବାରରେ ଆସିଛି ଏପରି ଦୁଃଖଦ ଖବର । ଶ୍ରାବଣ ସୋମବାରରେ ମହାଦେବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା ଅଞ୍ଚଳରେ । ବରଦା ବ୍ଲକର ସିନ୍ଧୁକେଶ୍ୱର ମହାଦେବ…

ସରକାରୀ ବାସଭବନରେ ବିଧାୟକ ଝିଆରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର:ଓଡ଼ିଶା ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ତାଙ୍କ ଶବ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ରାଇରଙ୍ଗପୁର   ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବୋଲି…