Latest Odisha News

BREAKING NEWS

ପୁଣି ଶୋଏବ-ସାନିଆଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ତିକ୍ତ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗୁରୁବାର ଶୋଏବ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ସାମାନ୍ୟ ପରିବର୍ତନ କରିଥିଲେ । ଏହା ପରେ ପୁନର୍ବାର ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଆଲୋଚନା ଆରମ୍ଭ…

ମୁଣ୍ଡଳିରେ ବଢ଼ୁଛି ଜଳସ୍ତର, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଜଳ ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ଣ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଆସନ୍ତାକାଲି…

ଆପଣ ବି ବୁଲି ଦେଖି ପାରିବେ ଓଡ଼ିଶା ହାଇକୋର୍ଟ, ଜାଣନ୍ତୁ ପ୍ରକ୍ରିୟା…

କଟକ: ହାଇକୋର୍ଟ କମ୍ପ୍ଲେକ୍ସରେ କଣ ଅଛି ? କେଉଁଠି କେଉଁ ସୁବିଧା ମିଳେ । ଏଣିକି ଏ ସମସ୍ତ ବିଷୟରେ ଜାଣି ପାରିବେ ସର୍ବସାଧାରଣ । ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍ ଟୁର୍ । ମିଳିଥିବା ସୂଚନା ଅନୁସାରେ, ଯେଉଁମାନେ ହାଇକୋର୍ଟ…

ଏବେ ବି କନ୍ଦାଉଛି ଟମାଟର: କେଜି ପିଛା ୩୦୦ ଛୁଇଁପାରେ

ନୂଆଦିଲ୍ଲୀ:କନ୍ଦଉଛି ଟମାଟୋ । ପାଟିକୁ ରୁଚୁନି ଆଉ ତରକାରୀ ।  ଦିନକୁ ଦିନ ଟମାେଟା ଦର ଯେମିତି ବଢିବାରେ ଲାଗିଛି ଚାହିଁବାକୁ ବି ଭୟ ଲାଗୁଛି । ପୂବର୍ରୁ ଲୋକେ ପେଟ୍ରାଲ ଦର ବୃଦ୍ଧିର ସମ୍ମୁଖୀନ ହେଉଥିେଲ ।  ହେଲେ ଏବେ ଟମାେଟାର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି…

ଚୀନରେ ୪୦ ଘଣ୍ଟା ଧରି ଲଗାଣ ବର୍ଷା; ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା

ବେଜିଂ: ଚୀନରେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି ।  ଚଳିତ ଅଗଷ୍ଟ ବର୍ଷା ଦେଶର ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷାରେ ପ୍ରାୟ ୧୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ବହୁ ଘରଦ୍ବାର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ମଧ୍ୟ…

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

କୋଲକାତା: ଭାରତୀୟ କ୍ରିକେଟର ମନୋଜ ତିୱାରୀ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ୨୦୧୫ରେ ସେ ଶେଷ ଥର ପାଇଁ ଖେଳିଥିଲେ । ୨୦୨ରେ ତାଙ୍କ ନେତୃତ୍ୱରେ…

୨୦୨୪ ଲୋକସଭା ନିର୍ବାଚନ ଲଢିବେ ସୀମା ହାଇଦର; ଜାଣନ୍ତୁ, କେଉଁ ଦଳ ଦେବ ଟିକେଟ

ନୂଆଦିଲ୍ଲୀ:ସୀମା ହାଇଦରକୁ ନେଇ ଚର୍ଚ୍ଚା ଥମୁନି । ନିଜର ୪ ସନ୍ତାନ ସହ ବିନା ପାସପୋର୍ଟରେ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରର ପ୍ରେମ କାହାଣୀରେ ଏବେ ରାଜନୈତିକ ରଙ୍ଗ ଲାଗିଲାଣି । ପ୍ରେମ ପାଇଁ ଭାରତ ଛାଡି ଅଞ୍ଜୁ ପାକିସ୍ତାନ ଯିବା ପରେ ତାକୁ ସେଠାରେ ଚାକିରିଠାରୁ ଆରମ୍ଭ କରି…

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର ।   ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି ।…