Latest Odisha News

BREAKING NEWS

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଦୁର୍ଲଭ ସଂଯୋଗ; ଏହି ରାଶିଙ୍କ ଦୂର ହେବ ଚିନ୍ତା

ଭୁବନେଶ୍ବର:ଆସନ୍ତା ୩୦ ତାରିଖରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ପାଳନ ହେବ । ଅର୍ଥାତ୍ ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା ପାଳନ କରାଯିବ । ତେବେ ଚଳିତ ଅକ୍ଷୟ ତୃତୀୟାରେ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ସୃଷ୍ଟି ହେଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ…

ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମଥର ପାଇଁ ଏପରି ଦୌଡ଼ ଚୀନ୍‌ରେ ଦେଖିବାକୁ ମିଳିଛି; ଯେଉଁଥିରେ ମଣିଷ ସହିତ ରୋବୋଟମାନଙ୍କୁ ମଧ୍ୟ ଦୌଡୁଥିବାର ଦେଖାଯାଇଥିଲା। ଶନିବାର ଦିନ ଚୀନ୍ ବିଶ୍ୱର ପ୍ରଥମ ହ୍ୟୁମାନୋଏଡ୍ ରୋବୋଟ୍ ମାରାଥନ୍ ଆୟୋଜନ କରିଥିଲା। ଏଥିରେ,୨୧ ରୋବୋଟ୍ ମଣିଷଙ୍କ ସହିତ ଦୌଡ଼ିଥିଲେ।…

ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଗଜପତି: କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ)ର ଗଞ୍ଜେଇ ଜବତ କରିଛି ପୋଲିସ । ଚାଲାଣ ପୂର୍ବରୁ ପ୍ରାୟ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସ । ଗିରଫମାନେ ହେଲେ ରାମସିଂ ଗାଁର ଅସିମ ମାଝୀ ଓ ଅନନ୍ତ ମାଝୀ । ସୂଚନାମୁତାବକ,…

ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ

ଭୁବନେଶ୍ବର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (OISF)’ର ଆଉ ଏକ ବାଟାଲିୟନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି।…

ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ

ରାଉରକେଲା: ଶନିବାର ସୁନ୍ଦରଗଡ଼ ଜିଲ୍ଲାରେ ଜବରଦଖଲ ଉଚ୍ଛେଦକୁ ନେଇ ସୁରକ୍ଷାକର୍ମୀ ଏବଂ ବସ୍ତି ବାସିନ୍ଦା ମୁହାଁମୁହିଁ । ଏହି ଖଣ୍ଡଯୁଦ୍ଧରେ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ଛଅ ଜଣ ଆହତ ହୋଇଛନ୍ତି। ଡୁମେର୍ତ୍ତାରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ନିର୍ମାଣ…

ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ

ଭୁବନେଶ୍ବର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୦ଏପ୍ରିଲରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଆଇଏଫଏଫ , ଓଡିଶା ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ମିଳିତ ସହଯୋଗରେ କଳିଙ୍ଗ ସୁପର କପ୍ ଫୁଟବଲ…

ଆଇପିଏଲରେ ଇତିହାସ ରଚିଲେ ବୈଭବ

ଜୟପୁର: ଆଇପିଏଲରେ ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ସର୍ବ କନିଷ୍ଠ ଖେଳାଳି ଭାବେ ଏହି ମେଗା ଲିଗରେ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ୩୬ତମ ମ୍ୟାଚରେ ବୈଭବ ମାତ୍ର ୧୪ ବର୍ଷ ୨୩ ଦିନ ବୟସରେ ମ୍ୟାଚ ଖେଳିଛନ୍ତି । ରାଜସ୍ଥାନ…

ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ

ରାୟଗଡ଼ା: ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲାରେ ଜଣେ ୧୪ ବର୍ଷିୟ ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ ମଙ୍ଗଳ କମିଟି ନିକଟରେ ନାବାଳିକାଙ୍କୁ ହାଜର କରାଯାଇଛି।…

ଗୁଜରାଟକୁ ଏକାକୀ ଜିତାଇଲେ ବଟଲର

ଅହମ୍ମଦାବାଦ: ଆଇପିଏଲର ୩୫ତମ ମ୍ୟାଚରେ ଜୋସ ବଟଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ ନେଇଥିଲେ ।…

ଜୋରଦାର ଚାଲିଛି ମାଓ ବିରୋଧୀ ଅଭିଯାନ, ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍‌

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଜଂଗଲରୁ ସୁରକ୍ଷାକର୍ମୀ ମାଓ ଡମ୍ପକୁ ଉଦ୍ଧାର କରିଛନ୍ତି। ଜିଲ୍ଲାର ମର୍କରାଜଗୁଡା ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ନକ୍ସଲଙ୍କର ଏକ ବଡ ବଙ୍କରକୁ ଉଦ୍ଧାର କରିଥିଲେ। ବଙ୍କର ଉପରେ କଂକ୍ରିଟ କରି…