Latest Odisha News

BREAKING NEWS

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି । ମୂଲ୍ୟାୟ‌ନ…

ନବରାତ୍ରି ଉତ୍ସବ ପାଇଁ ଚାଲିବ ଦୁଇଟି ସ୍ପେସାଲ ଟ୍ରେନ୍

ଭୁବନେଶ୍ୱର: ନବରାତ୍ରି ଉତ୍ସବ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦେଖି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ ଏହି ଦୁଇଟି ଟ୍ରେନ୍‌ ଚଳାଚଳ କରିବ। ସୂଚନା…

କବିତା : ପ୍ରତୀକ୍ଷା

ଅଶୋକ କୁମାର ବେହେରା ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ ଖୋଜିଛ କି ଜାଣିବାକୁ କେବେ ମୋ ମନର ଅକୁହା ବେଦନା ॥ ମୁଁ ଖୋଜୁଛି ତୁମ ଛବି ନୀତି ମୋ ସାଇତା ସ୍ମୃତି ଆଇନାରେ ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥ ସ୍ୱପ୍ନ ବି ଦେଖୁଛି…

ମୁକ, ବଧିର ଭଳି ଅଭିନୟ କରି ଲୁଟ୍ କରୁଥିଲେ ତାମିଲନାଡୁର ତିନି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଆନ୍ତରାଜ୍ଯ ଲୁଟେରା। ମୁକ, ବଧିରର ପରିଚୟ ଦେଇ ଲୋକଙ୍କ ସହାନୁଭୂତି ପାଉଛନ୍ତି। ଆଉ ଏହାପରେ କଳାକନା ବୁଲାଉଛନ୍ତି। ଏଭଳି ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତିନି ଅଭିଯୁକ୍ତ ତାମିଲନାଡୁର ଲୁଟେରା ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ୩୫…

ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ୍: ଗଣଶିକ୍ଷା ମନ୍ତ୍ରୀଙ୍କୁ ଜବାବ ଦେଲା ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଧାନସଭାରେ ଓଡ଼ିଶାରେ ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ…

ମୃତ୍ୟୁର କିଛି ସମୟ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ!

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନାହିଁ। ଇତିମଧ୍ୟରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ପ୍ରାୟ ୯୭ ସେକେଣ୍ଡ ଯାଏ ଆଜେକ୍ସ ତଥାକଥିତ ପ୍ରେମିକାଙ୍କ ସହ କଥାବାର୍ତ୍ତା କରୁଥିଲେ। ପରେ ତାଙ୍କୁ ଭିଡିଓ କଲ କରିବାକୁ…

ସଂଘୀୟ ବ୍ୟବସ୍ଥାକୁ ମଜବୁତ ଓ ସୁରକ୍ଷା ପାଇଁ ଆହ୍ୱାନ କଲେ ନବୀନ ଓ ମମତା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରି କର୍ଣ୍ଣାଟକ ଯିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଧାରିତ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ନିବାସ ଯାଇ ତାଙ୍କର ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହା ଉପରେ ସାରା ଦେଶର ନଜର ଥିଲା। ଭେଟଘାଟ…

ବାଲେଶ୍ୱରର ବାପି ହର୍ଡଲ୍ସରେ ବିଶ୍ୱରେ ଏକ ନମ୍ବର, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେତେ ଘାତ ପ୍ରତିଘାତ ଥାଉ ଯଦି ଜଣଙ୍କର ନିଷ୍ଠା ଅଛି ତାହେଲେ ତାଙ୍କର ପ୍ରତିଷ୍ଠା ଆସିବା ଥୟ। ଆଜି ଏହା ପ୍ରମାଣିତ କରି ଦେଖାଇଛନ୍ତି ୧୮ ବର୍ଷରୁ କମ୍ ଦୌଡ଼ ପ୍ରତିଯୋଗିତାରେ ୪୦୦ ମିଟର ହର୍ଡଲସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବାଲେଶ୍ୱରର ଆଥଲେଟ ବାପି ହାଁସଦା। ଯାହାଙ୍କୁ ୨୫ ଲକ୍ଷ…

ଶିବସେନା ସଞ୍ଜୟ ରାଉତଙ୍କୁ ରାଜ୍ୟସଭାର ଦଳୀୟ ନେତା ପଦରୁ ହଟାଇଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଂଜୟ ରାଉତଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଲୋକସଭା ସାଂସଦ ଗଜାନନ କୀର୍ତ୍ତିକରଙ୍କୁ ନିଯୁକ୍ତ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ…

ଆଦାନୀ ପରେ ଟ୍ବିଟରର ପୂର୍ବତନ ମାଲିକ ଜ୍ୟାକ ଡୋର୍ସି ହିଣ୍ଡେନବର୍ଗର ନୂଆ ଟାର୍ଗେଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଗୁରୁବାର ଟ୍ବିଟରର ପୂର୍ବତନ ମାଲିକ ଜ୍ଯାକ ଡୋର୍ସିଙ୍କ କମ୍ପାନୀ ବ୍ଲକ୍ ଇନକୁ ଟାର୍ଗେଟ କରିଛି। ହିଣ୍ଡେନବର୍ଗର ରିପୋର୍ଟ ପରେ ସଂପୃକ୍ତ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଏହି ଆମେରିକାନ ସଂସ୍ଥା ଦାବି କରିଛି…