ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ଖେଳିପାରେ ୮ ଧଳା ବଲ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ଆସନ୍ତା ବର୍ଷ ଖେଳାଯିବ । ଏଥିପାଇଁ ଭାରତୀୟ କ୍ରିକେଟ ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହ ୮ଟି ଧଳା ବଲ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଅବଶ୍ୟ ଅଫିସିଆଲ ଭାବେ ଏହାର ଘୋଷଣା କରାଯାଇ ନାହିଁ । ଭାରତ…