Latest Odisha News

‘ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ‘ଓଡ଼ିଆ ପୁସ୍ତକ 'ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ…

ନୀହାରିକା ମଲ୍ଲିକଙ୍କ ଅନୂଦିତ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବ୍ଲାକ ଈଗଲ ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ 'ଧୂସର ଶୈଶବ' ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା, ଅନୁବାଦକ ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ…

ସିବିଆଇ କହିଲା କେଉଁ କାରଣ ପାଇଁ ସିସୋଦିଆ ଗିରଫ ହେଲେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଗିରଫ କରିବାର କାରଣ କହିଛି ସିବିଆଇ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

ମହିଳା ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଚାମ୍ପିୟନ

କେପଟାଉନ: ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଷଷ୍ଠ ଥର ଟି୨୦ ଟାଇଟଲ ହାସଲ କରି ଏକଛତ୍ରବାଦ ଜାରୀ ରଖିଛି । ଅଷ୍ଟ୍ରେଲିଆ ପ୍ରଦତ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬…

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର…

ଆସନ୍ତୁ ଜାଣିବା ଡିଆରଏସ ନେବାରେ କେଉଁ ଟିମ ସିଦ୍ଧହସ୍ତ

ମୁମ୍ବାଇ: ଡିସିସନ ରିଭ୍ୟୁ ସିଷ୍ଟମ ଏବେ କ୍ରିକେଟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଆଧୁନିକ କ୍ରିକେଟର ସ୍ପିଡକୁ ପରଖିବାରେ ବେଳେ ବେଳେ ଫିଲ୍ମ ଅମ୍ପାୟରଙ୍କୁ ଭୁଲ ହେଉଛି । ଏହାର ସମାଧାନ ପାଇଁ ଡିଆରଏସର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଡିଆରଏସ ନେବାରେ କେଉଁ ଟିମର ସଫଳତା ହାର ଆଗରେ…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି । ଜେରା…

କଂଗ୍ରେସ ସମ୍ମିଳନୀର ବିଜ୍ଞାପନରେ ମୌଲାନାଙ୍କ ଫଟୋ ନ ଥିବା ନେଇ ସୃଷ୍ଟି ହେଲା ବିବାଦ

ରାୟପୁର: ରାୟପୁରରେ କଂଗ୍ରେସର ୮୫ତମ ସମ୍ମିଳନୀ ବିଜ୍ଞାପନରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି । ବିଜ୍ଞାପନରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ଭୀମରାଓ ଆମ୍ବେଡକର, ସୁବାସ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲବଭାଇ ପଟେଲ, ସରୋଜିନୀ ନାଇଡୁ, ଲାଲ…

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ…