ଦୋଷ ନଥାଇ ଦେଢ଼ ମାସ ଜେଲ୍ ଦଣ୍ଡ ଭୋଗିଲେ ଯୁବକ!
ମୟୂରଭଞ୍ଜ: ବିନା ଦୋଷରେ ଦେଢ଼ ମାସ ଜେଲ୍ ରେ ରହିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ମୟୂରଭଞ୍ଜ ଜିଲ୍ଲାରୁ । ଯୁବକ ଜଣକ ହେଲେ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ । ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ଚଢ଼ାଉ କରିବା ବେଳେ ବିନା ଦୋଷରେ ଅଶ୍ୱିନୀଙ୍କୁ ଗିରଫ କରି…