Latest Odisha News

BREAKING NEWS

ପଠାନ ପରେ ଶାହାରୁଖ-ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମ କରିବେ ୟଶରାଜ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସ ଏବେ ଟାଇଗର ୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଠାନ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇସାରିଛି । ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସରେ ଟାଇଗର ଓ ୱାର ପରେ ଏବେ ପଠାନ ସାମିଲ ହୋଇଛି ।…

ମୋର ବାପାଙ୍କ ସମସ୍ତ କାମକୁ ପୂରଣ କରିବି: ନବ ଦାସଙ୍କ ଝିଅ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ କର୍ମ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ। ନରସିଂହ ବିଷ୍ଣୁପ୍ରିୟା ଚେରିଟେବୁଲ ଟ୍ରଷ୍ଟର ଆମ୍ବୁଲେନ୍ସ ସେବାର ଉଦଘାଟନ କରିବା ଅବସରରେ…

ରଣଜୀ ଟ୍ରଫି ଫାଇନାଲ: ବେଙ୍ଗଲ ୧୭୪, ସୌରାଷ୍ଟ ୮୧/୨

କୋଲକାତା: ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ପ୍ରଥମ ଦିବସରେ ୧୨ଟି ୱିକେଟର ପତନ ଘଟିଛି । ବେଙ୍ଗଲକୁ ୧୭୪ ରନରେ ଅଲଆଉଟ କରିବା ପରେ ଷ୍ଟମ୍ପସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୮୧ ରନ କରିଛି । ହାର୍ଭିକ ଦେଶାଇ ୩୮ ଓ ଚେତନ ଶାକାରିୟା ୨ ରନ କରି ଅପରାଜିତ…

ବିବାହ କଲେ ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସମାଜବାଦୀ ୟୁଥ ୱିଙ୍ଗର ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ଜାନୁୟାରୀ ୬ରେ ସେ ବିବାହ କରିଥିଲେ ମଧ୍ୟ ଆଜି ସୋସିଆଲ ମିଡିଆ ମାଧ୍ୟମରେ…

ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ

ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର…

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଯାଜପୁର: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ବ୍ୟାପକ ଅନିୟମିତତା ଦର୍ଶାଇ ଯାଜପୁର ବଡଚଣାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପଦଯାତ୍ରା ହୋଇଛି। କଂଗ୍ରେସ ନେତା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ପରେ ସମର୍ଥକମାନେ ବଡଚଣା…

କିମ୍ ଜଙ୍ଗ୍‌ ଉନଙ୍କ ଫତଓ୍ୱା: ତାଙ୍କ ଝିଅ ନାଁରେ ଆଉ କେହି ନାମ ରଖିପାରିବେନି

ନୂଆଦିଲ୍ଲୀ: ଉତ୍ତର କୋରିଆ ନିଜର ମିଶାଇଲ ପରୀକ୍ଷଣ ଓ ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିମ ଜଙ୍ଗ ଉନ ନିଜ ଦେଶରେ ଯାହା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି, ତାହା ସମସ୍ତେ ମାନିବାକୁ ବାଧ୍ୟ । ସେ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଉତ୍ତର…

ଏଣିକି ଆକାଶରେ ଉଡିବ ଟାକ୍ସି

ବେଙ୍ଗାଲୁର:ଆଉ ସଡକରେ ଚାଲିବନି ଟାକ୍ସି  । ଟ୍ରାଫିକ ଜାମରେ ବି ଫସିବାକୁ ପଡିବନି । ଏଣିକି ଆକାଶରେ ଉଡିବ । ସ୍ୱପ୍ନ ପରି ଲାଗୁଥିବା ଏହି କଥା ଖୁବ ଶୀଘ୍ର ସତ ହେବାକୁ ଯାଉଛି । ଏଣିକି ଟାକ୍ସିରେ ବସି  ଉଡି ଉଡି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ହେବ । ବେଙ୍ଗାଲୁରର ବାହାରେ ଥିବା ୟେଲହଙ୍କା ବାୟୁ…

ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ଶଙ୍କ କାର ଉପରେ ଆକ୍ରମଣ

ମୁମ୍ବାଇ: ଟିମ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଗୁରୁବାର ବଡ ଧରଣର ଆକ୍ରମଣ ହୋଇଛି । ସେ କାରରେ ତାଙ୍କର ଜଣେ ବନ୍ଧୁ ସହ ବସିଥିବା ବେଳେ କେତେଜଣ ପ୍ରଶଂସକ ସେଲଫି କ୍ଲିକ କରିବାକୁ ଚାହୁଁଥିଲେ । ଶ’ ମନା କରିବାରୁ ସେମାନେ ରାଗି ଯାଇଥିଲେ । ୮ଜଣ ଯୁବକ ତାଙ୍କ କାର ଉପରେ ଆକ୍ରମଣ…

ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମରେ ଓଡିଶାର "ମନ୍ଦା" ମଇଁଷି ପ୍ରଜାତିକୁ ଦେଶର ୧୯ତମ ମଇଁଷି ପ୍ରଜାତି ହିସାବରେ ମାନ୍ୟତା ମିଳିଛି । କେନ୍ଦ୍ର କୃଷମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାର  ଏହି ଜାତୀୟ ମାନ୍ୟତା ପ୍ରାପ୍ତ ପ୍ରମାଣ ପତ୍ର ଓଡିଶା…