Latest Odisha News

BREAKING NEWS

ପିପିଲି ବିଧାୟକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା; ଜଣେ ଅଟକ

ପିପିଲି: ପିପିଲି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସୋମବାର ସନ୍ଧ୍ୟାରେ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରାଯିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା…

ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ସମ୍ମାନୀତ କରିଥିଲେ। ସୂଚନା ଅନୁଯାୟୀ, ୪ ଜଣଙ୍କୁ ପଦ୍ମ…

ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା; ଜାରି ହେଲା କଟକଣା

ପୁରୀ: ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ହେବ ଶୁଭାରମ୍ଭ । ନରେନ୍ଦ୍ର ପୁଷ୍କରିଣୀକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆସି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ…

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି ଏବଂ ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଗୋପାଳ ଦାସଙ୍କ ଫୋନ୍ କଲ୍…

ପାରାଦୀପ ଆଇଓସିଏଲର ଷ୍ଟକୟାର୍ଡରେ ଭୟାବହ ଅଗ୍ନିକାଣ୍ଡ 

ପାରାଦୀପ: ପାରାଦୀପରେ ସୋମବାର ଦିନ ଆଇଓସିଏଲର ପାଇପ୍ ଷ୍ଟକୟାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଯାହାଫଳରେ ପାରାଦୀପ-ହଲଦିଆ ଅଶୋଧିତ ତୈଳ ପାଇପଲାଇନ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଶହ ଶହ ରବର-ଇନସୁଲେଟେଡ ତେଲ ପାଇପଲାଇନ ନଷ୍ଟ ହୋଇଯାଇଥିଲା। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ପ୍ରାୟ ୧.୩୦ ସମୟରେ ଜିରୋ…

ଅନ୍ଧାରରେ ଅଧା ୟୁରୋପ 

ଲିସବନ୍: ଏପ୍ରିଲ ୨୮ ଅର୍ଥାତ୍ ସୋମବାର ଦିନ ସମ୍ପୂର୍ଣ୍ଣ ସ୍ପେନ ସମେତ ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ସ୍ଥାନରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଅଞ୍ଚଳ ଗୁଡ଼ିକ ଅନ୍ଧରମୟ ହୋଇଯାଇଛି। ମାଡ୍ରିଡ୍, ସେଭିଲ୍ ଏବଂ ଲିସବନ୍ ସହର ଗୁଡିକରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଲୋକମାନେ ଅନ୍ଧାରରେ ରହିବା ସହ…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବିବାହ କଲେ ପୀଡ଼ିତା, ଜେଲରେ ବାହାଘର ସମ୍ପନ୍ନ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଦଳା ସବ-ଜେଲ ପରିସରରେ ଦୁଷ୍କର୍ମ ଅଭିଯୁକ୍ତ ଜଣେ ବିଚାରାଧୀନ କଏଦୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ଥାନା ଅନ୍ତର୍ଗତ ଗୋଛାବାଡିର ବାସିନ୍ଦା ସୂର୍ଯ୍ୟକାନ୍ତ ବେହେରା ନଭେମ୍ବର ୨୦୨୪ରୁ ଜେଲରେ ବନ୍ଦୀ ହୋଇରହିଛନ୍ତି। ସେ ନିଜର ୨୨ ବର୍ଷୀୟ…

୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ପରିସରଭୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ…

ରାଜ୍ୟ କ୍ରାଇମବ୍ରାଞ୍ଚକୁ ସଫଳତା; ୬ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ

ଭୁବନେଶ୍ବର: ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରିଛି । ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତଙ୍କୁ ଗିରଫ…

ପହଲଗାମ ଆକ୍ରମଣରେ ମୃତ ପ୍ରଶାନ୍ତଙ୍କ ନାଁରେ ମିଛ ଅନୁକମ୍ପା ଆଦାୟ, ମହିଳା ଅଟକ

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରଶାନ୍ତ ଶତପଥୀଙ୍କ ନାମରେ ମିଛ ଅନୁକମ୍ପା ଆଦାୟ ଘଟଣାରେ ଜଣେ ମହିଳାଙ୍କୁ ସାଇବର କ୍ରାଇମ୍ ପୋଲିସ ଅଟକ ରଖିଛି। ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଅଭିଯୋଗ କରି କହିଛନ୍ତି ଯେ ଲୋକମାନଙ୍କୁ ଏପରି ଠକମାନଙ୍କଠାରୁ ସତର୍କ ରହିବାକୁ ଅନୁରୋଧ…