‘ଅପରେସନ୍ ସିନ୍ଦୂର’କୁ ନେଇ ସିଡିଏସଙ୍କ ଖୁଲାସା, ହଜିଥିଲା ଫାଇଟର ଜେଟ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର'କୁ ନେଇ ସିଡିଏସଙ୍କ ଖୁଲାସା।ପାକିସ୍ତାନ ଦ୍ଵାରା କରାଯାଇଥିବା ମିଛ ଦାବି ଗୁଡ଼ିକୁ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ୍ ଚୌହାନ ଖଣ୍ଡନ କରିଛନ୍ତି।
ଅପରେସନ୍ ସିନ୍ଦୂର ସମୟରେ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା…