ଭାରତ-ନେପାଳ ବର୍ଡରରୁ ଦୂରେଇ ରୁହ; ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଚୀନ
କାଠମାଣ୍ଡୁ: ଚୀନ୍ ତାର ନାଗରିକମାନଙ୍କୁ ଭାରତ-ନେପାଳ ସୀମାନ୍ତ ଅଞ୍ଚଳକୁ ନଯିବାକୁ ଚେତାବନୀ ଦେଇଛି। ନେପାଳରେ ଥିବା ଚୀନ୍ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛି। ନିକଟରେ ଭାରତୀୟ ସୀମା ସୁରକ୍ଷା ବଳ ନେପାଳ-ଭାରତ ସୀମାରେ ଅନେକ ଚୀନ୍ ନାଗରିକଙ୍କୁ…