ଜଣାଶୁଣା ଶିକ୍ଷାବିତ୍ ଦିଗମ୍ବର ମିଶ୍ରଙ୍କ ଦେହାନ୍ତ
ଭୁବନେଶ୍ୱର: ଶିକ୍ଷାବିତ୍ ତଥା ସମାଜ ବିଜ୍ଞାନୀ ପ୍ରଫେସର ଦିଗମ୍ବର ମିଶ୍ର ମଙ୍ଗଳବାର ଦିନ (ଏପ୍ରିଲ ୧୫) ଆମେରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।
ସେ ୧୯୮୧ ମସିହାରୁ ଆଲାବାମାର ବର୍ମିଂହାମର ମାଇଲ୍ସ କଲେଜରେ ରାଜନୀତି ବିଜ୍ଞାନ…