ଏୟାରଟେଲ, ଜିଓକୁ ମାତ ଦେଲା ଭଳି ବିଏସଏନଏଲର ଏହି ରିଚାର୍ଜ ପ୍ୟାକ
ନୂଆଦିଲ୍ଲୀ: ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଭଳି ଘରୋଇ ସଂସ୍ଥାର ରିଚାର୍ଜ ପ୍ୟାକ ମହଙ୍ଗା । ଏପରି ସ୍ଥିତିରେ ବିଏସ୍ଏନ୍ଏଲ୍ ଶସ୍ତା ପ୍ଲାନ୍ ସମାନ ସୁବିଧା ପ୍ରଦାନ କରି ଗ୍ରାହକଙ୍କ ସଂଖ୍ୟା ଯୋଡ଼ିବାକୁ ଅନବରତ ଚେଷ୍ଟା କରୁଛି ।
ମୋଦି ସରକାରରେ ଘରୋଇ କମ୍ପାନୀର ପ୍ରଭାବ ବଢୁଥିବା…