୨ଲସ୍କର ହାଇବ୍ରିଡ୍ ଆତଙ୍କବାଦୀ କଲେ ଆତ୍ମସମର୍ପଣ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନରେ ଦୁଇ ଜଣ ଲସ୍କର ଆତଙ୍କବାଦୀ ଭାରତୀୟ ସେନା ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତଙ୍କବାଦୀମାନଙ୍କୁ ଇରଫାନ ବଶିର ଏବଂ ଉଜୈର ସଲାମ ଭାବରେ ଚିହ୍ନଟ କରାଯାଇଛି।
ଗତକାଲି ସୁରକ୍ଷା ବାହିନୀ ଜିଲ୍ଲାର ବାସ୍କୁଚାନ ଅଞ୍ଚଳରେ ଏକ ସର୍ଚ୍ଚ…