Latest Odisha News

BREAKING NEWS

ସଲମାନଙ୍କୁ ହତ୍ୟା ଧମକ, ଗୁଜରାଟରୁ ଅଭିଯୁକ୍ତ ଚିହ୍ନଟ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ସୋମବାର ସକାଳେ ମୁମ୍ବାଇର ଓ୍ଵର୍ଲି ଟ୍ରାଫିକ ବିଭାଗର ହ୍ଵାଟ୍ସଆପ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରିବା ସହ ତାଙ୍କ ଗାଡ଼ିକୁ ବମ୍‌ରେ ଉଡ଼ାଇ ଦେବା…

ଯୁବତୀଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ, ୫୦ରୁ ଅଧିକଙ୍କୁ ହୋଟେଲକୁ ନେଇ କରିଥିଲେ ବ୍ଲାକମେଲିଂ!

ନୈନତାଲ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ଓ୍ଵାଲ ପୋଲିସ ଏକ ଚାଲାକ ପ୍ରେମିକ-ପ୍ରେମିକାଙ୍କୁ ଗିରଫ କରିଛି । ଯେଉଁମାନେ କି ଲିଫ୍ଟ ନେଉଥିଲେ । ଆଉ ପ୍ରେମଜାଲରେ ଫସାଇ ବ୍ଲାକମେଲିଂ କରୁଥିଲେ। ଏହି ଦୁହେଁ ହୋଟେଲରେ ଆପତ୍ତିଜନକ ଭିଡିଓ ତିଆରି କରି ପ୍ରଥମେ ବ୍ଲାକମେଲିଂ ପରେ ଟଙ୍କା ଆଦାୟ କରୁଥିଲେ।…

ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏକୁ ଝଟକା, ହାତ ଛାଡ଼ିଲେ ପାରସ ପାସଓ୍ୱାନ୍

ପାଟଣା: ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛି। ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏହି ନିଷ୍ପତ୍ତି ନେଇଛନ୍ତି। ବିଆର ଆମ୍ବେଦକରଙ୍କ…

ସର୍ବଭାରତୀୟ ପୋଲିସ ହକି: ସିଆରପିଏଫ- ଏସଏସବି, ପଞ୍ଜାବ-ସିଆରପିଏଫ ମଧ୍ୟରେ ଖେଳାଯିବ ଫାଇନାଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ଉଭୟ ବିଭାଗର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛ । ମହିଳା ବିଭାଗରେ ସିଆରପିଏଫ-ଏସଏସବି ଏବଂ ପୁରୁଷ ବିଭାଗରେ ପଞ୍ଜାବ-ସିଆରପିଏଫ ମ୍‌ୟରେ ଫାଇନାଲ ମ୍ୟାଚ ମଙ୍ଗଳବାର ଖେଳାଯିବ । ମହିଳା ବିଭାଗର ପ୍ରଥମ…

ଟାଇମପାସ୍‍ ବହିବିଷୁବ: ନୂଆବର୍ଷରେ ପାଠକାର୍ପିତ ହେଲା ୮ ନୂଆ ଲେଖିକାଙ୍କ ବହି

ଭୁବନେଶ୍ୱର: ଖରାର ନଖରାମିରେ ଯେତେବେଳେ ଅସ୍ତବ୍ୟସ୍ତ ଏପ୍ରିଲ, ଝାଳର ଝାଲରରେ ଯେତେବେଳେ ଅଣନିଃଶ୍ୱାସୀ ଦେହମୁଣ୍ଡ, ତାତିର ପ୍ରକୋପରେ ହଟହଟା ମନ ଆଉ ଛାତି, ସେମିତି ଏକ ଖରାଟିଆ ଅପରାହ୍ନରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା ସ୍ଥାନୀୟ ବୁଦ୍ଧମନ୍ଦିରରେ ‘ବହିବିଷୁବ’ କାର୍ଯ୍ୟକ୍ରମ । ମହାବିଷୁବ…

ମନରେଗାରେ ୨୧ଟଙ୍କା ମଜୁରୀ ବଢାଇଲେ କେନ୍ଦ୍ର ସରକାର

କୋରାପୁଟ: ମନରେଗାରେ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ୨୫୨ଟଙ୍କା ଥିବାବେଳେ ଏହାକୁ ୨୧ଟଙ୍କା ବୃଦ୍ଧି କରାଯାଇ ୨୭୩ଟଙ୍କା କରାଯାଇଛି । ବର୍ତ୍ତମାନ ଜବକାର୍ଡଧାରୀ ଦୈନିକ ମଜୁରୀ ୨୭୩ଟଙ୍କା ପାଇବେ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ ଲକ୍ଷ…

ମହିଳା ହକି: ଭାରତୀୟ ଦଳରେ ଓଡିଶାରୁ ୩ଜଣ

ଭୁବନେଶ୍ୱର: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସଲିମା ଟେଟେଙ୍କ ନେତୃତ୍ୱରେ ୨୬ ଜଣିଆ ମହିଳା ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁଜାତା କୁଜୁର, ସୁନେଲିତା ଟପ୍ପୋ ଓ ଅଜମିନା କୁଜୁର । ସେହିପରି ୫ଜଣ ଖେଳାଳିଙ୍କ ଏହା ପ୍ରଥମ…

ମୁର୍ଶିଦାବାଦ ଦଙ୍ଗା; ଆମେ ଥରେ ବଞ୍ଚିଥାଉ ଏବଂ ଥରେ ମରୁ: ମମତା ବାନାର୍ଜୀ

କୋଲକତା: ୱାକଫ ସଂଶୋଧନ ଆଇନର ପ୍ରତିବାଦରେ ସାମ୍ପ୍ରଦାୟିକ ହିଂସା ପରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଉତ୍ତେଜନାର ବାତାବରଣ ରହିଛି । ଏହି ଅଞ୍ଚଳରେ ବହୁ ମାତ୍ରାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏହି ହିଂସାକୁ ନେଇ ବିଜେପି, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ…

ଭାରତ ଫେରିବ ମେହୁଲ ଚୋକସି; ପ୍ରତ୍ୟର୍ପଣ ପାଇଁ ଅନୁରୋଧ କଲେ ସରକାର 

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଗତ ୧୨ ତାରିଖରେ ବେଲଜିୟମରୁ ଗିରଫ କରାଯାଇଛି। ଏନେଇ ବେଲଜିୟମର ଫେଡେରାଲ ପବ୍ଲିକ୍ ସର୍ଭିସ୍ ସୋମବାର ଦିନ ଘୋଷଣା କରିବା ସହ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବା…

ଏପ୍ରିଲ ୧୯ରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ୱର: ଓଡିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା…