ପଢିପାରିବେ ହ୍ବାଟ୍ସଆପ୍ ଡିଲିଟ୍ ମେସେଜ, ଆପଣାନ୍ତୁ ଏହି ଉପାୟ…
ଭୁବନେଶ୍ବର: ହ୍ବାଟ୍ସଆପରେ ମେସେଜ ଥରେ ଡିଲିଟ୍ ହେଲେ ଏହାକୁ ଆଉ ପଢି ହୁଏ ନାହିଁ । ବେଳେ ବେଳେ କେହି ମେସେଜ୍ ପଠାଇ ଡିଲିଟ୍ କରିଦେଲେ, ମେସେଜରେ କ’ଣ ଲେଖାଯାଇଛି ତାହା ଜାଣିବା ପାଇଁ ମନରେ କୌତୁହଳ ସୃଷ୍ଟି ହୁଏ । ହେଲେ ଏହା ଜାଣି ହୁଏ ନାହିଁ । ତେବେ ଯଦି ଜିବି ହ୍ବାଟ୍ସଆପ୍ ହୋଇଥିବ…