ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା, ଆଇପିଏଲରୁ ଓହରିଲେ ଫର୍ଗ୍ୟୁଶନ
ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଲକି ଫର୍ଗ୍ୟୁଶନ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ପଞ୍ଜାବ କିଙ୍ଗସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ବୋଲିଂ କୋଚ ଜେମ୍ସ ହୋପ୍ସ ମଧ୍ୟ ପୂର୍ବରୁ…