Latest Odisha News

BREAKING NEWS

ନୂଆ ରୂପରେ ବଜାରକୁ ଆସିବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍

ଭୁବନେଶ୍ବର: ୭-ସିଟର କାରର ଡିମାଣ୍ଡ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ରହିଛି । ତେବେ ଶସ୍ତା ୭-ସିଟର କାରକୁ ଦେଖିଲେ ପ୍ରଥମେ ରେନାଲ୍ଟ ଟ୍ରାଇବର୍( Renault Triber) ର ନାଁ ଆସେ । ଏବେ କମ୍ପାନୀ ଦେଶର ସବୁଠାରୁ ଶସ୍ତା ୭-ସିଟର ଟ୍ରାଇବରର ଅପଡେଟେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି…

ଆଇପିଏଲର ପ୍ରଥମ ଆଦିବାସୀ ଖେଳାଳି, ଝାଡଖଣ୍ଡ ଗେଲ ଭାବେ ପରିଚିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଆଦିବାସୀ ଖେଳାଳି ଭାବେ ରବିନ ମିଞ୍ଜ ପଦାର୍ପଣ କରିଛନ୍ତି । ଝାଡଖଣ୍ଡର ଏହି ଯୁବ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ ଆଦର୍ଶ ଭାବେ ମାନନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଏଥର ଝାଡଖଣ୍ଡର ଈଶାନ କିଶାନ, କୁମାର କୁଶାଗ୍ର ଓ ରବିନ…

କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ପଥର ଫିଙ୍ଗିଲେ ଦର୍ଶକ

ଆଦିଲ୍ଲୀ: ଏ କି ବ୍ୟବହାର ଦିଗଜ ଗାୟକଙ୍କ ସହ ! କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ସୋନୁ ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଛନ୍ତି ।ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା ।…

ମହାଗଠବନ୍ଧନରେ କାହାର କେତେ ଦମ୍?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏବେଠୁ ମେଣ୍ଟ ଗଣିତ ନେଇ ଜୋରଦାର ହେଲାଣି ଅଙ୍କକଷା। ବିହାରରେ ବିଜେପି, ଜେଡିୟୁ ସହ ମିଶି ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ସେପଟେ ମହାଗଠବନ୍ଧନର ନେତୃତ୍ବ ନେଉଥିବା ଲାଲୁଙ୍କ ଆରଜେଡି ମଧ୍ୟ ତେଜସ୍ବୀ ଯାଦବଙ୍କୁ…

ଆଇପିଏଲ ଯୋଗୁ ଇଣ୍ଡିଆ ଏ ଟିମ ଚୟନ ନେଇ ଦ୍ୱନ୍ଦ୍ୱରେ ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେଉ ହେଉ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ସେଠାରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ୨ଟି ୪ ଦିବସୀୟ ମ୍ୟାଚ…

ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ତାଲିବାନକୁ ନେଇ ବଦଳୁଛି କି ଆମେରିକାର ଆଭିମୁଖ୍ୟ? 2021ରେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଆମେରିକା ସେଠାରୁ ନିଜ ସେନା ହଟାଇଥିଲା। ସେତେବେଳେ ତାଲିବାନକୁ ଦେଶର ସରକାର ଭାବେ କୌଣସି ଦେଶ ମାନ୍ୟତା ଦେଇନଥିଲେ। ହେଲେ ଏବେ ତାଲିବାନ ପାଇଁ ନରମିଛି ଆମେରିକା।…

ସତ ମାନିଲେ ରାନ୍ୟା ରାଓ; ହାୱାଲା ମାଧ୍ୟମରେ ଟଙ୍କା କାରବାର ହେଉଥିଲା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ସେ ସୁନା କିଣିବା ପାଇଁ ହାୱାଲା ମାଧ୍ୟମରେ ଟଙ୍କା କାରବାର କରିଥିଲେ। ସୂଚନା ଅନୁଯାୟୀ, ସୁନା ଚୋରା ଚାଲାଣ ମାମଲାରେ ଆଜି ରାନ୍ୟା ରାଓଙ୍କ ଜାମିନ ଆବେଦନର…

ରାଜ୍ୟରେ ବଦଳିବ ପାଗ; ୨୯ରୁ ପୁଣି ବଢ଼ିବ ଖରା

ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ପୁଣି ବଦଳିବ ପାଗ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ହେଲେ ରାଜ୍ୟରେ ପୁଣି ଫେରିବ ହିଟ୍‌ୱେଭ । ୨୯ରୁ ପୁଣି କଲବଲ କରିବ ତାତି । ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏଁ…

ଆମେରିକାର ହୁତି ବିଦ୍ରୋହୀଙ୍କୁ ଆକ୍ରମଣର ଗୁପ୍ତ ଯୋଜନା ହେଲା ଲିକ୍; ଗ୍ରୁପ ଚାଟରେ ମିଳିଲା ସୂଚନା

ନୂଆଦିଲ୍ଲୀ: ଯଦିଓ ଆମେରିକା ବହୁତ ସ୍ମାର୍ଟ, କିନ୍ତୁ ଏହାର ବରିଷ୍ଠ ଅଧିକାରୀମାନେ ଏକ ବଡ ଭୁଲ୍ କରିଛନ୍ତି । କାରଣ ଏକ ଚାଟ୍ ଗ୍ରୁପରେ ଆମେରିକା କରିବାକୁ ଥିବା ହୁତି ବିଦ୍ରୋହୀଙ୍କୁ ଆକ୍ରମଣ  ଯୋଜନା ଲିକ୍ ହୋଇଛି । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲଡବର୍ଗ ଏହା ସହ ଜଡିତ ଏକ ସୂଚନା…

କୋହଲି ତାଙ୍କୁ କଣ କହିଥିଲେ ଜଣାଇଲେ ପାଦ ଛୁଇଁଥିବା ପ୍ରଶଂସକ

କୋଲକାତା: ଚଳିତ ଆଇପିଏଲରେ କେକେଆର ଓ ଆରସିବି ମ୍ୟାଚ ଅବସରରେ ଜଣେ ପ୍ରଶଂସକ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ସେ ସୁରକ୍ଷା ବଳୟକୁ ଭେଦ କରି ପଡିଆକୁ ଯାଇଥିଲେ । ସେଠାରେ ସେ କୋହଲିଙ୍କ ପାଦ ଛୁଇଁଥିଲେ । ଏହା ପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ…