Latest Odisha News

BREAKING NEWS

ନକ୍ସଲ ପ୍ରବଣ ପଦମକୋଟା ଗାଁରେ ୪ ଦଶନ୍ଧି ପରେ ବସିଲା ହାଟ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ଅନେକ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। କିନ୍ତୁ ଏବେ ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିଲା। ଏଠାରେ ନୂଆ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା…

ଭୁବନେଶ୍ୱରରେ ଦୋକାନ ମାଲିକଙ୍କଠାରୁ ଲୁଟ୍ ଘଟଣା; ୬ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ଦୋକାନ ମାଲିକଙ୍କଠାରୁ ନଗଦ ଏବଂ ସୁନା ଅଳଙ୍କାର ଲୁଟ୍ କରିବା ଘଟଣାରେ କମିଶନରେଟ୍ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଲୁଟ୍ ଅଭିଯୋଗର ବିସ୍ତୃତ ତଦନ୍ତ ପରେ ଏହି ଗିରଫଦାରୀ କରାଯାଇଛି।…

ଆମ୍ବୁଲାନ୍ସର ଝଟକା ବିଧବା ମହିଳାଙ୍କୁ କରିଦେଲା ସଧବା

କୋହ୍ଲାପୁର: ଅନେକ ବିଚିିତ୍ର ଘଟଣା ଏହି ଦୁନିଆରେ ଘଟିଥାଏ । ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରୋଷା କରୁଥିଲେ ମଧ୍ୟ ଏ ଭଳି କିଛି ଘଟଣା ଘଟିଯାଏ ଯାହା ସ୍ୱତଃ ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ବଢ଼ାଇ ଦେଇଥାଏ । ଏ ଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି । ଏଠାରେ ୬୫ ବର୍ଷୀୟ…

ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଲୋକକଳା ହେଉଛି ଆମ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଲୋକକଳାର ପ୍ରଚାର ଓ ପ୍ରସାର କରିବା ସହିତ ଏହାକୁ ପୁନଃଶ୍ଚ ବିଶ୍ୱବିଦିତ କରାଇବା ପାଇଁ ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ "ଲୋକକଳା ପାଇଁ…

ଶ୍ମଶାନରୁ ଦେଢ଼ ବର୍ଷ ମଧ୍ୟରେ ଗାଏବ ହେଲାଣି ୩ରୁ ଅଧିକ ମୃତଦେହ

ଭଦ୍ରକ:ମଶାଣିରୁ ଗାଏବ ହେଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଧୀନରେ ଥିବା ମଣିନାଥପୁର ଅଞ୍ଚଳରେ । ମଣିନାଥପୁର ଗାଁର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପୋତା…

ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ; ଭୁବନେଶ୍ବର-କଟକରେ ଟ୍ରାଫିକ୍ କଟକଣା… 

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୧ରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନିମନ୍ତେ ଯାନବାହାନର ସୁନିୟନ୍ତ୍ରତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁଗମନାଗମନ ନିମନ୍ତେ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର…

ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ନିଉଟନ ହଷ୍ଟେଲରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ନାମ ସନ୍ଧିପ ଲେଙ୍କା ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡିଛି l…

ଆଇପିଏଲରେ କୋହଲିଙ୍କ ଆଉ ଏକ କୀର୍ତିମାନ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ବ୍ୟାଟ୍ସମ୍ୟାନ ଚଳିତ ୧୮ତମ ସଂସ୍କରଣରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦୦୦ ବାଉଣ୍ଡରୀ ଶଟ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର…

କପିଲ୍ ଶର୍ମାଙ୍କ ଶକିଂ ଟ୍ରାନ୍ସଫର୍ମେସନ, ଚିନ୍ତାରେ ଫ୍ୟାନ୍ସ… 

ମୁମ୍ବାଇ: 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ସିଜିନ୍ ୩ ଜରିଆରେ ଟିଭି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା କପିଲ୍ ଶର୍ମା। ନିକଟରେ କପିଲଙ୍କୁ ଏୟାରପୋର୍ଟରେ ଦେଖାଯାଇଥିଲେ। ସେ ଏକ ଷ୍ଟାଇଲିସ୍ ଟିଲ୍ କୋ-ଅର୍ଡ ସେଟ୍ ପିନ୍ଧିଥିଲେ। ତାଙ୍କର ପତଳା ଚେହେରା ଦେଖି ଅନେକ…

ରାଉରକେଲାରେ ଡବଲ୍ ମର୍ଡର

ରାଉରକେଲା: ରାଉରକେଲାରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣୀ ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଜିଆବାହଲ ଗ୍ରାମର ମୁକେଶ କର…