Latest Odisha News

BREAKING NEWS

ବନବିଭାଗକୁ ବଡ଼ ସଫଳତା: ବିପୁଳ ପରିମାଣର ବେଆଇନ କାଠ ଜବତ, ୪ ମାଫିଆ ଗିରଫ

ନୂଆପଡା: ବନବିଭାଗକୁ ପୁଣି ବଡ଼ ସଫଳତା। ବିପୁଳ ପରିମାଣର ଖଏର କାଠ ସହ ଚାରି ଜଣ କାଠ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶରେ ଗତ ୮ ତାରିଖ ଦିନ ଜିଲ୍ଲାର ତିନି ଗୋଟି ସ୍ଥାନ ଖଡ଼ିଆଳ ଓ…

ଜାଣନ୍ତୁ କ’ଣ ରହିଛି ଜେନେରାଲ ଟିକେଟ ପାଇଁ ନୂଆ ନିୟମ..

ନୂଆଦିଲ୍ଲୀ: ପ୍ରତିଦିନ କୋଟିକୋଟି ଲୋକ ରେଳ ଯାତ୍ରା କରୁଛନ୍ତି ।  କାରଣ ଏହି ଯାତ୍ରା ସହଜ ଓ ଖର୍ଚ୍ଚ କମ୍ ।  ଅନେକ ଯାତ୍ରୀ ଜେନେରାନ ବଗିରେ ଯାତ୍ରା କରନ୍ତି। ତେବେ ଏହି ଜେନେରାଲ ଟିକେଟ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ଭାରତୀୟ ରେଳବାଇ । ଯାହା ଷ୍ଟେସନରେ ଭିଡକୁ କମ୍ କରିବ ।…

ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଦୁଇ ପୋଲିସ ଗାଡ଼ି ଚାଳକ ଆହତ, ଜଣେ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା। କୁକୁଡ଼ା ଚିଆଁ ବୋଝେଇ ଗାଡ଼ିକୁ ପିଟିଲା ଟ୍ରକ୍। ଘଟଣାସ୍ଥଳରେ ଡ୍ରାଇଭର ମୃତ। ଦୁର୍ଘଟଣା ପରେ ଟ୍ରକ୍ ଫେରାର ହୋଇଯାଇଥିବା ସୂଚନା। ବରମୁଣ୍ଡା ଓଭରବ୍ରିଜ୍‌ରେ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ…

ଚୀନ ଉପରେ ଟାରିଫକୁ ତତ୍କାଳ ୧୨୫% କୁ ବୃଦ୍ଧି, ୭୫ରୁ ଅଧିକ ଦେଶକୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ: ଟାରିଫ ଉପରେ ୯୦ ଦିନିଆ ବ୍ରେକ ଲଗାଇଲେ ଟ୍ରମ୍ପ । ୭୫ରୁ ଅଧିକ ଦେଶକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। କିନ୍ତୁ ଚୀନକୁ ଦେଇଛି ଜୋରଦାର ଝଟକା। ଚୀନ ଉପରେ ଆହୁରି ପଡିଛି ଟାରିଫ ମାଡ଼ । ୧୦୪ରୁ ୧୨୫ ପ୍ରତିଶତକୁ ଟାରିଫ ବଢାଇ ଦେଇଛନ୍ତି ଟ୍ରମ୍ପ। ସେ ତାଙ୍କ…

ଖାଲି ପେଟରେ ଖାଆନ୍ତୁ ରସୁଣ;ଦୂର ହେବ ମାଂସପେଶୀ ଯନ୍ତ୍ରଣା

ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଜାଣିଛନ୍ତି ଖାଲି…

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ବୁଧବାର ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିମାନ ବନ୍ଦରରେ ସେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ…

୩ ବର୍ଷରେ ରାଜ୍ୟର ସମସ୍ତ ଅଙ୍ଗନବାଡି ହେବ ସକ୍ଷମ ଅଙ୍ଗନବାଡି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ମହିଳା ଓ ଶିଶୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଟେକ୍ ହୋମ୍ ରାସନ ଯୋଜନା ଅନ୍ତର୍ଗତ ଗତ ନଭେମ୍ବର ମାସରେ ଅନୁଷ୍ଠିତ ଟେକ ହୋମ୍ ରାସନ କନକ୍ଲେଭରେ ଉପସ୍ଥାପିତ ପରାମର୍ଶ ବିଷୟରେ ଏହି ବୈଠକରେ ବିଶଦ…

ଚାକିରି କରେଇ ଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଗୁଣୁପୁର: ଲୋକଙ୍କୁ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗରେ ଜଣେ ଗିରଫ । ଲୁଟେରା ଜଣକ କେନ୍ଦୁଗୁଡା ଗ୍ରାମର ପ୍ରସନ୍ନ କରାଡ଼ । ପଦ୍ମପୁର ଏବଂ ଗୁଡାରିର ଲୋକଙ୍କୁ ବଡ଼ ଚାକିରୀ ଦେବି କହି ଠକୁଥିଲେ । ଆଜି ପଦ୍ମପୁର ଥାନାରେ ଜଣେ ଶିକ୍ଷକଙ୍କ ଏତାଲାକୁ ଭିତ୍ତି କରି ପଦ୍ମପୁର…

ଘରୋଇ ଓଡିଶା ଦଳ ପରାସ୍ତ , ୨ -୧ ଗୋଲରେ ମାତ୍ ଦେଲା ୟୁପି ପୋଲିସ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ଆଜି ସକାଳେ ୪ଟି ମ୍ୟାଚ ଖେଳାଯାଇଥିଲା । ଏହାପରେ ଅପରାହ୍ଣ ଓ ସନ୍ଧ୍ୟାରେ ମୋଟ୍ ତିନୋଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ପଞ୍ଚମ ମ୍ୟାଚ…

ଓଡ଼ିଆ ପକ୍ଷର ନବମ ଦିବସରେ “ଆସ ବହିଟିଏ କିଣିବା” ଅଭିଯାନ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଏପ୍ରିଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ "ଆସ ବହିଟିଏ କିଣିବା" ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ…