Latest Odisha News

BREAKING NEWS

ଭାରତ ଆସୁଛି ୨୬/୧୧ ମାଷ୍ଟର ମାଇଣ୍ଡ ତହବୁର ରାଣା; ‘ଫାଶୀ’ ଦାବି କଲେ ସହିଦଙ୍କ ବାପା

ନୂଆଦିଲ୍ଲୀ: ୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍‌ ତହବୁର ରାଣାର ଭାରତକୁ ଫେରାଇଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି । ଆମେରିକାରୁ ସ୍ୱତନ୍ତ୍ର ବିମାନେ ଯୋଗେ ତାକୁ ଭାରତ ଅଣାଯାଉଛି । କଡା ସୁରକ୍ଷା ବଳୟରେ …

ଖୁବଶୀଘ୍ର ଓମଫେଡ୍‌ ବିକିବ ଚକ୍‌ଲେଟ୍‌ ଓ ପାଣିବୋତଲ

ଭୁବନେଶ୍ବର: ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ (ଓମଫେଡ୍‌) ଚକଲେଟ୍‌ ଓ ପାଣିବୋତଲ । ଏନେଇ ବୁଧବାର ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୁଲାଙ୍ଗେ ସୂଚନା ଦେଇ କହିଛନ୍ତି…

ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେଲେ ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣି

କେନ୍ଦୁଝର: ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ହେଲେ ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣି । ଜୋଡାନ ଠାରେ ଆଗାମୀ ଏସିଆନ ଜୁନିୟର ଚମ୍ପିଆନସିପ୍ ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ସେନେଇ ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଣୟ । ପ୍ରଣୟ…

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କଲେ ସହଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଏୟାର ଇଣ୍ଡିଆ ଏହି ଘଟଣା ବିଷୟରେ ଡିଜିସିଏକୁ ଜଣାଇଛି। ବୁଧବାର ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଏୟାର ଇଣ୍ଡିଆ…

ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଲେ ନବୀନ, ପ୍ରଶଂସାରେ ପୋତିଲେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବ ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି । ନବୀନ ନିବାସରେ ସେ…

ଆଇପିଏଲରେ ରିଟାୟର୍ଡ ଆଉଟ କେତେ ଠିକ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର ଏବେ ସମସ୍ତଙ୍କୁ ଘାରିଛି । କ୍ରିକେଟର ଏହି ମନୋରଞ୍ଜନ ରୂପକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଇମ୍ପାକ୍ଟ ପ୍ଲେୟାର ପରେ ଏବେ ରିଟାୟର୍ଡ ଆଉଟ ନେଇ ଚର୍ଚ୍ଚାରେ ଆଇପିଏଲ । ବର୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ତିଳକ ବର୍ମା ଓ ଡେଭନ କନୱେଙ୍କୁ ତାଙ୍କ ଦଳ…

ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୋହନ ମାଝୀ ଶାହାଙ୍କୁ ଭେଟିଛନ୍ତି। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ଏହି…

କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ ଘଟଣା; ୫ ହଜାର କର୍ମୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର: କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ ବେଳେ ଗଣ୍ଡଗୋଳ ଘଟଣା । ଆକ୍ସନ ନେଲା କମିଶନରେଟ୍ ପୋଲିସ । ବୁଧବାର ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଦଙ୍ଗା ଭିଆଇବା ଓ ଆଇନକୁ ହାତକୁ ନେବା ଭଳି ୧୦ଟି ସଂଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍‌ ପୋଲିସ ।…

ଆମେରିକାରେ ହ୍ରିତିକଙ୍କ କାର୍ଯ୍ୟକ୍ରମକୁ ନେଇ ଉପୁଜିଲା ବିବାଦ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିବାଦ ଉପୁଜିଛି । ଟେକ୍ସାସ, ଡଲାସ ଓ ଆଟାଲାଂଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଏକ ସ୍ପେଶାଲ ଟିକେଟ କିଣିଲେ ହ୍ରିତିକଙ୍କୁ ଭେଟିପାରିବେ ଓ ଫଟୋ ଉଠାଇପାରିବେ ବୋଲି ପ୍ରଶଂସକଙ୍କୁ…

ଫ୍ରାନ୍ସଠାରୁ ୨୬ଟି ରାଫେଲ-ଏମ୍ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସରୁ ୨୬ଟି ରାଫେଲ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଭାରତ ମେଗା ଡିଲ୍ କୁ ମଞ୍ଜୁରୀ ଦେଇଛି। ସରକାରୀ ସୂତ୍ର ଅନୁଯାୟୀ, ୬୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ସରକାରୀ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବ। ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ନୌସେନା ୨୨ଟି…