ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ପାଇବେ ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର
କଟକ: ବିଶିଷ୍ଟ କବି ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର ପ୍ରଦାନ କରାଯିବ । ଏନେଇ ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏହା ପ୍ରକାଶ କରିଛନ୍ତି ।
ଏପ୍ରିଲ ୧୨ ତାରିଖରୁ କଟକ ସ୍ଥିତ ପ୍ରଜାତନ୍ତ୍ର…