Latest Odisha News

BREAKING NEWS

କାର୍‌ରୁ ୧୩୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

ଫୁଲବାଣୀ: ବେଧଡକ ଚାଲିଛି ବେଆଇନ ଗଞ୍ଜେଇ ବେପାର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ…

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ…

ଚୋରୀ ଗାଡିକୁ ଏବେ ଟ୍ରାକ କରିବା ସହଜ, ଆସିଲା ଏହି ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ଏବଂ ଏନସିଆର ଭଳି ଅଞ୍ଚଳରେ, କାର ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ-ସୁରକ୍ଷା ନମ୍ବର ପ୍ଲେଟ୍ ଥିବା ସତ୍ତ୍ୱେ, ଚୋରମାନେ ଗାଡ଼ି ଚୋରି କରିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣଉଛନ୍ତି । ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ ଅଧିକାଂଶ ଗାଡି…

ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ନେଇ କିଛି ଅସୁବିଧା ହେବନି କହିଲେ।…

ଅଲକାଏଦା ହାତରେ ଆମେରିକା ହତିଆର !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ଶାସନକୁ ଆସିଥିବା ତାଲିବାନ ହାତରେ ଲାଗିଥିଲା ଅସ୍ତ୍ରଶସ୍ତ୍ରର ଭଣ୍ଡାର। ଏସବୁକୁ ଆମେରିକା ସେନା ଆଫଗାନିସ୍ତାନରେ ଛାଡି ଆସିଥିଲେ । ପ୍ରଶ୍ନ ଉଠୁଛି ଏସବୁ ହତିଆର କୁଆଡେ ଗଲା? କୁହାଯାଉଛି, ତାଲିବାନ୍ ରାଜରେ ଏସବୁ ଅସ୍ତ୍ରଶସ୍ତ୍ରକୁ…

ପୁଣି କମିଲା ସୁନା ଦର: ୫୫ ହଜାର ମୁହାଁ ଖସୁଛି…..

ନୂଆଦିଲ୍ଲୀ: ବେଶ୍ କିଛି ଦିନ ସୁନା ବଜାରରେ ନିଆଁ ଲାଗିଥିବା ବେଳେ ଗ୍ରାହକଙ୍କ ପକେଟକୁ ଭାରି ବାଧୁଥିଲା । ହେଲେ ଏବେ ବିଗତ ଦିନମାନଙ୍କରେ ଆଶ୍ବସ୍ତିକର ସଙ୍କେତ ଦେଉଛି ସୁନା ବଜାର । ଗତ ଦୁଇ ଦିନ ହେବ ଲଗାତାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । କୁହାଯାଉଛି, ଖୁବଶୀଘ୍ର ଏହା ୫୫…

ଦିଦିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଶିକ୍ଷକ ନିଯୁକ୍ତି ନେଇ ହେବନି ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ବାତିଲ୍ ପରେ, ଏବେ ଦୋ ଦୋ ପାଞ୍ଚରେ ପଡିଥିଲେ ମମତା ସରକାର । ଗୋଟେ ପଟେ ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଘୋଟାଲା ନେଇ ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି, ଅନ୍ୟପଟେ ଚାକିରି ହରାଇଥିବା…

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ଅଗ୍ନିକାଣ୍ଡର ଶିକାର

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ମାର୍କ ପଢୁଥିବା ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ରହିଛି । ଏକ ପ୍ରେସ୍ ରିଲିଜ୍‌ରେ…

ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିବସରେ ନୂଆ ଫିଲ୍ମର ଘୋଷଣା କଲେ ଅଟଲୀ କୁମାର

ମୁମ୍ବାଇ: ୱାଇଲ୍ଡ ଫାୟାର ପୁଷ୍ପାରାଜ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ପୂନର୍ବାର ସିନେମା ଦୁନିଆରେ ନିଆଁ ଲଗାଇବାକୁ ଆସିଛନ୍ତି । ପ୍ୟାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪୩ ତମ ଜନ୍ମ ଦିବସ ଅବସରରେ ଅଟଲୀ କୁମାର ନୂଆ ଫିଲ୍ମର ଘୋଷଣା କରି ପ୍ରଶଂସକଙ୍କୁ ବଡ ଉପହାର ପ୍ରଦାନ କରିଛନ୍ତି ।…

ଚୀନକୁ ଟ୍ରମ୍ପଙ୍କ ଟାରିଫ୍ ଧମକ: ଶୁଳ୍କ ଯୁଦ୍ଧରେ ଚୀନ ଉପରେ ଲାଗିବ ଆହୁରି ୫୦ ପ୍ରତିଶତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଆମେରିକା ଚୀନ ଉପରେ ୩୪ ପ୍ରତିଶତ ଟାରିଫ୍ ଲାଗୁ କରିଥିଲା । ପରେ ଏନେଇ…