ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିବସରେ ନୂଆ ଫିଲ୍ମର ଘୋଷଣା କଲେ ଅଟଲୀ କୁମାର
ମୁମ୍ବାଇ: ୱାଇଲ୍ଡ ଫାୟାର ପୁଷ୍ପାରାଜ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ପୂନର୍ବାର ସିନେମା ଦୁନିଆରେ ନିଆଁ ଲଗାଇବାକୁ ଆସିଛନ୍ତି । ପ୍ୟାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪୩ ତମ ଜନ୍ମ ଦିବସ ଅବସରରେ ଅଟଲୀ କୁମାର ନୂଆ ଫିଲ୍ମର ଘୋଷଣା କରି ପ୍ରଶଂସକଙ୍କୁ ବଡ ଉପହାର ପ୍ରଦାନ କରିଛନ୍ତି ।…