Latest Odisha News

BREAKING NEWS

କରନ୍ତୁନି ହାତଛଡା; ଏସବିଆଇ ଦେୟଯୁକ୍ତ ଇଣ୍ଟର୍ନସିପ୍ ୨୦୨୫ ପାଇଁ କରନ୍ତୁ ଆବେଦନ

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ୨୦୨୫-୨୬ ପାଇଁ ୟୁଥ୍ ଫର୍ ଇଣ୍ଡିଆ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରୁଛି। ଏହି ଫେଲୋସିପ୍ ପ୍ରୋଗ୍ରାମର ଲକ୍ଷ୍ୟ ଗ୍ରାମୀଣ ଭାରତରେ ସାମାଜିକ ପରିବର୍ତ୍ତନ ଆଣିବା ଏବଂ ଏହା ସାରା ଭାରତରେ ବିକାଶ ପ୍ରକଳ୍ପରେ କାମ…

୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟା…

ଦୃଷ୍ଟିଶକ୍ତି ଠିକ୍ ରଖିବା ପାଇଁ ଆପଣାନ୍ତୁ ଏହି ସାଧାରଣ ଉପାୟ..

ଭୁବନେଶ୍ବର: ବଢ଼ୁଥିବା ପ୍ରଦୂଷଣ,ଖାଦ୍ୟପେୟରେ ଅନିୟମିତତା, ମୋବାଇଲ୍ ଏବଂ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆଖି ସମସ୍ୟା ବଢିବାରେ ଲାଗିଛି । ଫଳରେ ବହୁ କମ୍ ବୟସରୁ ହିଁ ଲୋକଙ୍କୁ ଚଷମା ଲଗାଉଥିବାର ଦେଖିବାକୁ ମିଳିଛି। ଦୃଷ୍ଟିଶକ୍ତି ଠିକ୍ ରଖିବା ପାଇଁ କିଛି ସାଧାରଣ ଉପାୟ…

ଘରେ ଏହି ପକ୍ଷୀଙ୍କ ଲଗାନ୍ତୁ ଫଟୋ; କାର୍ଯ୍ୟରେ ମିଳିବ ସଫଳତା

ଭୁବନେଶ୍ବର:ଆମେ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାଉ ଘର ସୁନ୍ଦର ଲାଗିବ ବୋଲି । ତେବେ ବାସ୍ତୁ ଅନୁସାରେ ଏପରି କିଛି ପକ୍ଷୀଙ୍କ ଫଟୋ ରହଛି ଯାହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି  ବୃଦ୍ଧି ହୋଇଥାଏ । ଶୁଆଙ୍କୁ ବାସ୍ତୁଶାସ୍ତ୍ରରେ ଭାଗ୍ୟଶାଳୀ ପକ୍ଷୀ ବୋଲି…

ମହିଳାଙ୍କୁ ଦୁର୍ବହାର ଘଟଣା: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ

କଟକ: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ ବିଡାନାସୀ ଥାନା ଆଇଆଇସିଙ୍କର ବଦଳି ହୋଇଛି । ତେବେ ଜନତାଙ୍କୁ କିଭଳି…

ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ସ୍ବାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଏବଂ ସାମାଜିକ ସଚେତନତାର ଏକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।…

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି…

ଆଗାମୀ ପର୍ବପର୍ବାଣୀକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ; ସୋସିଆଲ ମିଡ଼ିଆ ଉପରେ ୨୪ ଘଣ୍ଟା ରହିବ ନଜର

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ଇଦ୍-ଉଲ୍-ଫିତର୍, ଅପ୍ରେଲ୍ ୬ ତାରିଖରେ ଶ୍ରୀରାମ ନବମୀ, ଅପ୍ରେଲ ୧୪ ତାରିଖରେ ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି । ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ…

କେକେଆର ବନାମ ଆରସିବି କିଏ ମାରିବ ବାଜି

କୋଲକାତା: ଆଉ କେତେ ଘଂଟା ପରେ ଆରମ୍ଭ ହୋଇଯିବ ଆଇପିଏଲର ୧୮ତମ ସଂସ୍କରଣ । ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଅବଶ୍ୟ ଇଡେନଗାର୍ଡେନ…

ଗ୍ରାହକଙ୍କ ପାଇଁ ଖୁସି ଖବର! ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ରେ ହେବାକୁ ଥିବା ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (UFBU) ଏବଂ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏକ ସର୍କୁଲାରରେ ୟୁଏଫବିୟୁ କହିଛି ଯେ,…