ଭାରତ-ପାକିସ୍ତାନ ସୀମାରେ ରିଟ୍ରିଟ୍ ସେରିମୋନି ଆରମ୍ଭ, ଜୟ ହିନ୍ଦ୍ ନାରାରେ କମ୍ପିଲା ପରିବେଶ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ-ୱାଘା ସୀମାରେ ରିଟ୍ରିଟ୍ ସେରିମୋନିକୁ ବନ୍ଦ କରିଦିଆଯାଇଥିଲା।
ତେବେ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ମଙ୍ଗଳବାର…