ଅବସର ଗୁଜବ ପରେ ମୁହଁ ଖୋଲିଲେ ଏମଏସ ଧୋନୀ
ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଶେଷ ଓଭର ଆଡକୁ ବ୍ୟାଟିଂ କରିବାକୁ ଆସି ପୂର୍ବରୁ ସମାଲୋଚିତ ହୋଇଥିଲେ । ଦିଲ୍ଲୀ ବିପକ୍ଷରେ ତାଙ୍କ ଧୀମା ବ୍ୟାଟିଂ ପ୍ରଶଂସକ ଓ…