Latest Odisha News

BREAKING NEWS

ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର

ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସର ତଦନ୍ତ ଜାରି…

ଆଉ ନାହାନ୍ତି ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମାଆ

ମୁମ୍ବାଇ: ଆରପାରିରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ । ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା…

ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶାଳ ଯୋଗ ମହୋତ୍ସବ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର…

ଆସୁଛି ଲଘୁଚାପ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଭୁବନେଶ୍ଵର: ଆସୁଛି ଲଘୁଚାପ ! ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଉଥିଲା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଲଘୁଚାପ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।…

କୋଇଲା ଚୋରି ମାମଲାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ରମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଚୋରି ଘଟଣାରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଡ଼ା ଚେତାବନୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମିଡ଼ିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ । ଏହା ଭିତରେ ଯିଏ ବି ଥାଉନା କାହିଁକି ସେମାନଙ୍କ ବିରୋଧରେ କଡା…

ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର

ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି…

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି। ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ…

ଆଇନରେ ପରିଣତ ହେଲା ଓ୍ବାକଫ୍ ବିଲ୍: ଏବେ କ’ଣ ରଦ୍ଦ କରିପାରିବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଜି ରାଷ୍ଟ୍ରପତିଙ୍କ ଅନୁମୋନ ଲାଭ କରିଛି ୱାକଫ ସଂଶୋଧନ ବିଲ୍ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ହେଲେ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପକ୍ଷରୁ ୪ଟି ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଏହି ବିଲ୍ ସମ୍ବିଧାନର…

ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ

ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ ଅନୁଧ୍ୟାନ କରାଯାଇଛି।…