Latest Odisha News

BREAKING NEWS

ଓ୍ଵାକଫ ସଂଶୋଧନ ବିଲ୍‌ ଆଇନରେ ପରିଣତ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଓ୍ଵାକଫ (ସଂଶୋଧନ) ବିଲ୍‌ ୨୦୨୫କୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଦୀର୍ଘ ଆଲୋଚନା ପରେ ଏହି ବିଲ୍‌ ପାସ୍‌ ହୋଇଥିଲା। ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ସହିତ ମୁସଲମାନ ଓ୍ଵାକଫ (ରଦ୍ଦ) ବିଲ୍‌ ୨୦୨୫କୁ…

ଓଲଟିଲା ତୀର୍ଥଯାତ୍ରୀ ବସ୍‌; ଜଣେ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଭୁବନେଶ୍ବର: ରାତିଅଧରେ ଓଲଟିଲା ତୀର୍ଥଯାତ୍ରୀ ବସ୍ । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଏକ ତୀର୍ଥଯାତ୍ରୀ ବସ୍ ରାତ୍ର ୩ଟା ସମୟରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ କ୍ୟାପିଟାଲ…

ଘରର ତାପମାତ୍ରା କମ୍ କରିଥାଏ ଏହି ସମସ୍ତ ଇନଡୋର ପ୍ଲାଣ୍ଟ, ଜାଣନ୍ତୁ…

ଭୁବନେଶ୍ଵର: ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ ଏବେ ଶୁଦ୍ଧବାୟୁଟିକେ ପାଇବା ପାଇଁ ପୁଣିଥରେ ଆରମ୍ଭ କରିଛି ଗଛ ଲଗାଇବା। ତେବେ ମାଳମାଳ ଘର କରିବାପରେ ଏବେ କିନ୍ତୁ…

ରାମ ନବମୀ ଏବଂ ମା’ ସିଦ୍ଧିଦାତ୍ରୀଙ୍କ ରହସ୍ୟ, ଗୋଟିଏ ଦିନରେ ଦୁଇ ଦୁଇଟି ପର୍ବ…

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ…

ମନକୁ ଅଶାନ୍ତ କରୁଛି କି ନକାରାତ୍ମକ ଚିନ୍ତାଧାରା? କରନ୍ତୁ ଏହି ଉପାୟ..

ଭୁବନେଶ୍ୱର: ଯେତେବେଳେ ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରନ୍ତି, ସାରା ବିଶ୍ୱରୁ ନକାରାତ୍ମକ ଜିନିଷ ଆପଣଙ୍କ ହୃଦୟ ଏବଂ ମନ ଉପରେ ପ୍ରାଧାନ୍ୟ ଦେଇଥାଏ । ତା’ପରେ ଆମେ ଯେତେ ଚେଷ୍ଟା କରୁନା କାହିଁକି, ଆମେ ଏକାଗ୍ର ହେବା ଏବଂ କାର୍ଯ୍ୟ କରିବାରେ ଅସମର୍ଥ, ଏବଂ ଶେଷରେ ଯେତେବେଳେ…

ପୁଷ୍ୟ ନକ୍ଷତ୍ରରେ ମଙ୍ଗଳଙ୍କ ଗୋଚର; ଚମକିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ମଙ୍ଗଳ ଗ୍ରହ ନିଜର ଗତି ବଦଳାନ୍ତି ସେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ । ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କ ସେନାପତି ଭାବରେ ବିବେଚନା କରାଯାଏ । ମଙ୍ଗଳ ହେଉଛନ୍ତି ଶକ୍ତି,ସାହସ, ଯୁଦ୍ଧ, ଭୂମି, ଭାଇ, ଉର୍ଜାର କାରକ ।ତେବେ ୩ ଏପ୍ରିଲ ୨୦୨୫ ଦିନ…

ଗହମ ଗାଁରେ ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଗହମ ଗାଁରେ ଭୟଙ୍କର ରୂପ ନେଉଛି ଝାଡ଼ାବାନ୍ତି । ଏଥିରେ ୧୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ, ୨୦ରୁ ଅଧିକ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନଦୀର ଦୂଷିତ ପାଣିକୁ ପାନୀୟ ଓ ଅନ୍ୟାନ୍ୟ…

ପିଏମ୍ ଜନମନ ଯୋଜନାରେ ୨୮ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍ ଜନମନ) ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ…

ଏପ୍ରିଲ ୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ସୋମବାର ୟୁନିଟ-୫, ଭୁବନେଶ୍ଵରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ…

ଗଙ୍ଗାରାମରେ ସଲମାନ ଗଙ୍ଗା, ସଞ୍ଜୟ କରିବେ ରାମଙ୍କ ଭୂମିକା

ମୁମ୍ବାଇ: ସିକନ୍ଦର ଫିଲ୍ମ ରିଲିଜ ହେବା ପରେ ପରେ ସଲମାନ ଖାଁ ତାଙ୍କର ପରବର୍ତୀ ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରିଛନ୍ତି । ସଲମାନ ଖାଁ ଓ ସଞ୍ଜୟ ଦତ ଖୁବ ଶୀଘ୍ର ଗଙ୍ଗାରାମ ନାମକ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏଥିରେ…