Latest Odisha News

BREAKING NEWS

ଦମଦାର୍ କ୍ୟାମେରା ଓ ଅପଗ୍ରେଡ୍ ଡିଜାଇନ୍ ସହ ଆସିବ iPhone 17 Pro..

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସରେ ଆପଲ୍ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଥିଲା । ଏହାକୁ ଛଅ ମାସରୁ ଅଧିକ ସମୟ ବିତିଗଲାଣି,ବର୍ତ୍ତମାନ କମ୍ପାନୀର ପରବର୍ତ୍ତୀ GEN iPhone 17 ଲାଇନ୍ଅପ୍ ବିଷୟରେ ଚର୍ଚ୍ଚା ହେଉଛି । ଆପଲ୍ ଏଥର ଆଇଫୋନରେ ଅନେକ ପରିବର୍ତ୍ତନ କରିବାକୁ ଯାଉଛି,ଯେଉଁଥିରେ…

ସୁନ୍ଦରଗଡ଼ ଚୋରା କୋଇଲା ଖଣିରୁ ଜବତ ହେଲା ଟନ୍ ଟନ୍ କୋଇଲା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ ହୋଇଛି । ଜେସିବି ଓ ଟ୍ରକ ସାହାଯ୍ୟରେ ଗଚ୍ଛିତ କୋଇଲାକୁ ଜବତ କରି ନିଲାମ ପାଇଁ ନିଜ ଅକ୍ତିଆରକୁ ନେଲା ଖଣି ବିଭାଗ ।…

ରେଲଓ୍ୱେ ଷ୍ଟେସନରେ ମଦ ବଦଳରେ ଟିକେଟ୍‌: ରେଳ କର୍ମଚାରୀ ନିଲମ୍ବିତ

ପାରାଦୀପ: ପାରାଦୀପ ରେଳ ଷ୍ଟେସନର ଟିକେଟ୍‌ ରିଜର୍ଭେସନ କାଉଣ୍ଟରରେ ଜଣେ ସୁପରଭାଇଜରଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଛି। ତାଙ୍କ ନାଁ ହିମାଂଶୁ ଶେଖର ବେହେରା। ଅଭିଯୋଗ ଅନୁସାରେ, ସେ ଲାଇନ୍‌ରେ ଛିଡ଼ା ନଥିବା ଲୋକଙ୍କ ପାଇଁ ମଦ ବଦଳରେ ଟିକେଟ୍‌ ବୁକ୍‌ କରୁଥିଲେ। ଏହି ଘଟଣାର ଏକ ଭିଡିଓ…

ଦ୍ବିତୀୟ ଥର ପାଇଁ ପ୍ରଶିକ୍ଷଣ ନେବେ ବିଜେପି ସାଂସଦ ଓ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ଥର ପାଇଁ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାକୁ ଯାଉଛି । ଆସନ୍ତା ୧୨ ଓ ୧୩ ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍‌ ରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଏହି ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା…

ଟ୍ରମ୍ପଙ୍କ ଟାରିଫ୍ ନୀତି, ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆକୁ ଝଟକା!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍‌ ୨ ତାରିଖରେ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲଗାଇବାର ଘୋଷଣା କରିଛନ୍ତି। ଏହା ପରେ ବିଶ୍ୱର ସେୟାର ବଜାର ଓ କମୋଡିଟି ବଜାରରେ ହଲଚଲ ଦେଖାଦେଇଛି। ଭାରତୀୟ ସେୟାର ବଜାର ମଧ୍ୟ ଏହାର ପ୍ରଭାବରୁ ବାଦ୍‌…

ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଲେ

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ଦିନ ଆମେରିକାର ବିଭିନ୍ନ ସହରରେ ଟ୍ରମ୍ପ ସରକାରଙ୍କ ନୀତି ବିରୁଦ୍ଧରେ ବିରାଟ ରାଲି ହୋଇଛି। ଏହି ରାଲିରେ ଲୋକମାନେ ଟ୍ରମ୍ପଙ୍କ ଟାରିଫ, କର୍ମଚାରୀ ଛଟେଇ, ଅର୍ଥନୀତିର…

ସ୍ତ୍ରୀର ନିର୍ଯାତନା ସହିନପାରି ଟ୍ରେନ ଆଗକୁ ଡେଇଁଲା ସ୍ୱାମୀ!

ଖୋର୍ଦ୍ଧା: ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ସେ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରାମଚନ୍ଦ୍ର ବ଼ଡ଼ଜେନା । ଯିଏକି କୁମ୍ଭାରବସ୍ତାରେ ରହୁଥିଲେ। ସେ ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ପତ୍ନୀ ରୂପାଲିଙ୍କ…

ଅନୁଗୁଳରେ ଏନକାଉଣ୍ଟର; କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ

ଅନୁଗୁଳ: ଅନୁଗୁଳରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ । ଏନକାଉଣ୍ଟର ସମୟରେ ଅପରାଧୀ କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଏହି ଏନକାଉଣ୍ଟର ହୋଇଛି । ଆହତ କ୍ଷୀରୋଦକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

୩୦ଦିନ ପର୍ଯ୍ୟନ୍ତ ନିୟମିତ କମଳା ଖାଇଲେ କ’ଣ ହେବ..!

ଭୁବନେଶ୍ବର: କମଳା ଶରୀରକୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ । ଏଥିରେ ଭିଟାମିନ୍ ସି, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଖଣିଜ ପଦାର୍ଥ ଭରପୁର ମାତ୍ରାରେ ରହିଛି । ଯଦି ଆପଣ ଗୋଟିଏ ମାସ ପାଇଁ ନିୟମିତ ଭାବରେ କମଳା ଖାଆନ୍ତି । ତେବେ ଆପଣ ଅନେକ ଲାଭ ପାଇବେ । ଆସନ୍ତୁ ଜାଣିବା…

ଧୋନିଙ୍କ ମ୍ୟାଚ ଷ୍ଟାଡିୟମରେ ଦେଖିଲେ ବାପା, ମା; ବଢ଼ିଲା ଅବସର ଚର୍ଚ୍ଚା

ଚେନ୍ନାଇ: ଆଇପିଏଲ୍‌ ୨୦୨୫ରେ ଏମଏସ୍‌ ଧୋନି ଖୁବ୍‌ ଚର୍ଚ୍ଚାରେ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପକ୍ଷରୁ ଖେଳୁଥିବା ଏହି ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍‌ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୯ ନମ୍ବରରେ ବ୍ୟାଟିଂ କରିଥିଲେ। ଆଉ ଦଳ ମ୍ୟାଚ ହାରିଥିଲା…