ତୁଲବୁଲ ନାଭିଗେସନ୍ ପ୍ରକଳ୍ପ କ’ଣ? ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମେହବୁବା ମୁଫତି ଏବଂ ଓମର ଅବଦୁଲ୍ଲା
ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି, କିନ୍ତୁ ଏହି ସମୟ ମଧ୍ୟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋସିଆଲ ମିଡିଆରେ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ, ଭାରତ ସରକାରଙ୍କ…