ଏହି ଜିଲ୍ଲାରେ ସାଢେ ୧୧ରୁ ୩୬ ଡିଗ୍ରୀ ଟପିଲା ପାରଦ
ଭୁବନେଶ୍ୱର: ଜଳୁଛି ସାରା ଓଡିଶା। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ଆଜି ସାଢେ ସମ୍ବଲପୁରରେ ୧୧ରୁ ୩୬ ଡିଗ୍ରୀ ଟପିଲାଣି ପାରଦ।
ସମ୍ବଲପୁରରେ ତାପମାତ୍ରା ୩୬.୮, ହୀରାକୁଦ ୩୬, ଝାରସୁଗୁଡା…