Latest Odisha News

BREAKING NEWS

ଏହି ବୟସରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ 

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ…

‘କହ୍ନେୟା’ ଯାତ୍ରା…ବଳ ବଢାଇବ ନା ଚିନ୍ତା?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିଯୁକ୍ତିକୁ କଂଗ୍ରେସର ଫୋକସ୍ । ବେକାରୀ ସମସ୍ୟା ନେଇ ଦଳ ଦେଇଛି ଯୁଦ୍ଧଂ ଦେହୀ ଡାକରା । ବିହାରରେ କଂଗ୍ରେସର ପଳାୟନ ରୋକ, ଚାକିରି ଦିଅ ଯାତ୍ରା । ଯୁବ କଂଗ୍ରେସ ଓ ଏନଏସୟୁଆଇ ଦ୍ବାରା ପଦଯାତ୍ରା ଆରମ୍ଭ କରାଯାଇଛି । ଯାତ୍ରାରେ ଫୋକସରେ…

ଫିଲ୍ମ ଛାଭା ପାଇଁ ଔରଙ୍ଗଜେବଙ୍କ ପ୍ରତି ଜନଆକ୍ରୋଶ ବଢୁଛି: ଫଡନାଭିସ୍

ମୁମ୍ବାଇ: ଫିଲ୍ମ ଛାଭା ପାଇଁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବଢୁଛି। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଛାଭା ଚଳଚ୍ଚିତ୍ର ପରେ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମହାରାଷ୍ଟ୍ରକୁ ଶାନ୍ତ ରଖିବାକୁ…

ବେକାର ଆୱାର୍ଡ ନିଜ ପାଖରେ ରଖ; ଓସ୍କାରକୁ ନେଇ କାହିଁକି ଏଭଳି କହିଲେ କଙ୍ଗନା… 

ମୁମ୍ବାଇ: ବିଜେପିର ଲୋକସଭା ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ବିବାଦୀୟ ବୟାନ ପାଇଁ ଜଣାଶୁଣା। ବର୍ତ୍ତମାନ ସମୟରେ ସେ ଫିଲ୍ମ 'ଏମର୍ଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମଟି ଏବେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ଯ…

୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ

ଭୁବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ୬ଟି ମହାବଳ ବାଘ ଓ ୬୩ଟି…

ପୁଣି ଏପ୍ରିଲରୁ ମହଙ୍ଗା ହେବ ମାରୁତି କାର୍

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଏପ୍ରିଲ ୧ରୁ ନିଜର କାର / ଗାଡିର ମୂଲ୍ୟ ୪ପ୍ରତିଶତ ବୃଦ୍ଧି କରିବାକୁ ଯାଉଛି। କମ୍ପାନୀ ଗତ ସୋମବାର ଏହି ବୃଦ୍ଧି ଘୋଷଣା କରିଛି। କମ୍ପାନୀର ଏହି ଘୋଷଣା ପରେ ମାରୁତି ସୁଜୁକିର ସେୟାର ମଧ୍ୟ ୨ପ୍ରତିଶତ ବୃଦ୍ଧି ପାଇଛି ।…

୬୦.୬୧ ସ୍କୋର୍‌ ସହ ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍‌ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ…

ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ସରକାରଙ୍କ ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏନେଇ ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ବୋଲି ଆଜି…

ରିମାଣ୍ଡରେ ଯିବେ ରାଜା ଚକ୍ର, କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ରାଜା ଚକ୍ର। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି ବିଜେଡି ନେତା ରାଜା। ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗନ୍ଧମାର୍ଦ୍ଦନ…

ପିଇବା ପାଣି ପ୍ରକଳ୍ପରେ ବିଳମ୍ବ ହେଲେ ଏଫଆଇଆର

ଭୁବନେଶ୍ବର: ପିଇବା ପାଣି ପ୍ରକଳ୍ପରେ ଡେରି ହେଲେ ସିଧା ମାମଲା ରୁଜୁ ହେବ । ଠିକା କମ୍ପାନୀକୁ ବି ବ୍ଲାକ୍ ଲିଷ୍ଟେଡ୍ କରାଯିବ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହରେ କିଛି ଏପରି କଡା ଚେତାବନୀ ଦେଇଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ତେବେ ଯେତେବେଳେ ବିଜେଡି ବିଧାୟକ ରମେଶ ବେହେରା…