Latest Odisha News

BREAKING NEWS

ଆଉ ହେବନି ଶୋଏବଙ୍କ ବାୟୋପିକ, ଧମକ ଦେଲେ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବାୟୋପିକ ଏବେ ଥଣ୍ଡା ବକ୍ସକୁ ଚାଲିଯାଇଛି । ଶୋଏବ ଏହି ବାୟୋପିକରୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତ ଦୀର୍ଘ ଦିନ ଧରି ଆଲୋଚନା…

ହକି ଷ୍ଟାର ପ୍ରବୋଧଙ୍କ ଘରୁ ଚୋରୀ, ପଦକ ବି ଲୁଟିନେଲେ

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ହୋଇଛି । ଭୁବନେଶ୍ୱରରେ ସେ ରହୁଥିବା ସରକାରୀ ବାସଭବନରେ ଏହି ଘଟଣା ଘଟିଛି । ପ୍ରବୋଧ ଏବଂ ତାଙ୍କ ପରିବାର ଲୋକ ଘରେ ନ ଥିବା ବେଳେ ଚୋରମାନେ ଘରେ ପଶି ଏହି କାଣ୍ଡ ରଚିଥିଲେ । ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…

ହକି ବିଶ୍ୱକପ: ଭାରତ ପାଇଁ ବିଜୟ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଆଣିଛି । ଏଥିରେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଜୟ ହାସଲ କଲେ ଭାରତ କ୍ୱାର୍ଟର…

ଅଷ୍ଟ୍ରେଲିଆନ ଓପନ ଟେନିସ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସରେ ହାରିଲେ ସାନିଆ

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି । ଅବଶ୍ୟ ମିକ୍ସଡ ଡବଲ୍ସରେ ଏବେ ମଧ୍ୟ ତାଙ୍କ ନିକଟରେ ଟାଇଟଲ ଜିତିବା ସୁଯୋଗ ରହିଛି । ସାନିଆ ଓ କାଜକସ୍ତାନର ଏନା…

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ.... ଗୀତ: ଜୀବନାନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ମହମ୍ମଦ ରଫି ଅରୁନ୍ଧତୀ , ୧୯୬୮ ମୟୂରୀ ଗୋ! ମୟୂରୀ ଗୋ! ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି ମୟୂରୀଗୋ!…

ଶିଶୁ ଗଳ୍ପ : ମିକୁନ୍ ନିଜର ଭୁଲ୍ ବୁଝିଲା

କୁଞ୍ଜ ବିହାରୀ ସାହୁ କପିଳାସ ପାହାଡ଼ ତଳେ ଗୋଟିଏ ଆଜବେଷ୍ଟସ ଘରେ ମିକୁନ୍ ତା' ବାପା ବୋଉ ସାଥିରେ ରହେ । ନୋଡାଲ ସ୍କୁଲରେ ପଢ଼େ । ମନଦେଇ ପାଠପଢ଼େ ବୋଲି ଗୁରୁଜୀ ଗୁରୁମା ଭଲପାଆନ୍ତି, ଆଦର କରନ୍ତି । ରବିବାର ସ୍କୁଲ ଛୁଟି । ପାଠପଢ଼ା ନାହିଁ । ମଜାମଜଲିସ କରି ସମୟ ବିତେଇବା ହେଲା…