Latest Odisha News

BREAKING NEWS

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ…

ଏହି ଦେଶରେ ମାଆ ହେଲେ ମିଳିବ ୩ ଲକ୍ଷ ଟଙ୍କା

ଟୋକିଓ: ଜାପାନରେ ଯୁବପିଢ଼ୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏ ନେଇ ସରକାର ଚିନ୍ତା ବ୍ୟକ୍ତ କରିବା ସହ ଏକ ମନଲୋଭ ଅଫର ପ୍ରଦାନ କରିଛନ୍ତି । ଏହା ଅନୁସାରେ ଏଥର ବିବାହିତ ଯୋଡି ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ ।…

ସହଜ ଓ ସରଳ ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତ । ଏଥିପାଇଁ ଆଜି ରାଜ୍ୟ…

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି…

କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ କେନ୍ଦ୍ର…

ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କଲା ED

ଭୁବନେଶ୍ୱର: କାମ ଦେଲାନି ମୁହଁ ଫୁଟାଣି । ଫୁସକି ଗଲା ଅର୍ଚ୍ଚନା ବାଣ । ଇଡି ରିମାଣ୍ଡର ପ୍ରଥମ ଦିନରେ ଅର୍ଚ୍ଚନା ଯେଉଁ କଳା ସାମ୍ରାଜ୍ୟକୁ ନେଇ ଫୁଟାଣି ମାରିଥିଲେ, ଆଜି ସେହି ମୁହଁରେ ଇଡି ତାଲା ପକାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ଦର୍ଶାଇଛି…

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

ପୁସ୍ତକ ପରିଚୟ : ନଟର ଡାଏରୀ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ବହି : ନଟର ଡାଏରୀ କଥାକାର : ପ୍ରକାଶ ମହାପାତ୍ର ପ୍ରକାଶକ : ଇଭେଣ୍ଟସ୍ ପୃଷ୍ଠା ସଂଖ୍ୟା : ୨୧୬ ମୂଲ୍ୟ : ୨୫୦ ଟଙ୍କା ମାତ୍ର ଅନେକ ଅନୁଭବର ଚିତ୍ରିତ ବ୍ୟାଖ୍ୟା ନିଜ ସହ ନିଜର କଥା ଆପଣ କେବେ ନିଜ ସହ ନିଜେ କଥା ହୋଇଛନ୍ତି ? କେବେ ଚେଷ୍ଟା…

ମନୀଷ ସିସୋଡିଆଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଖାରଜ ହେଲାନି ମାନହାନି ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଡିଆଙ୍କ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଦାଏର କରିଥିବା ମାନହାନି ମୋକଦ୍ଦମାକୁ ଖାରଜ କରିବାକୁ ମନା କରି ଦେଇଛନ୍ତି ।…