Latest Odisha News

BREAKING NEWS

ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ

ଭୁବନେଶ୍ୱର: ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାକୁ…

ସରିଲା ବିଧାନସଭା ବଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ସରିଲା ବିଧାନସଭା ବଜେଟ୍ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ଗୃହ ମୁଲତବୀ। ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍। ବିଶ୍ୱବିଦ୍ୟାଳୟ…

ରାତିସାରା ଚାଲିଲା ବିଧାନସଭା, ଭୋରୁ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍

ଭୁବନେଶ୍ୱର: ବିଧାନସଭା ଇତିହାସରେ ରେକର୍ଡ। ରାତି ସାରା ଚାଲିଲା ବିଧାନସଭା। ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍। ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା। ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ…

ଲୋକସଭାରେ ଅମିତ ଶାହ ଓ ଅଖିଳେଶ ଯାଦବଙ୍କ ମଜାଳିଆ ଯୁକ୍ତିତର୍କ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ସରକାର ଓ ବିରୋଧୀ ସାଂସଦମାନଙ୍କ ମଧ୍ୟରେ ମାହୋଲ ଗରମ ଦେଖାଦେଇଥିଲା। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…

ଲାଲୁଙ୍କର କେଉଁ ଇଚ୍ଛା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ଗୃହରେ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭାରେ ଓ୍ୱାକଫ ସଂଶୋଧନ ବିଲ୍‌ ନେଇ ଏପ୍ରିଲ ୨ (ବୁଧବାର)ରେ ଶାସକ ଦଳ ଏନଡିଏ ଏକଜୁଟ ହୋଇ ନିଜ ପକ୍ଷ ରଖିଛି। ବିଲ୍ ଯଦିଓ ପାରିତ ହୋଇଯାଇଛି ହେଲେ ଏହି ସମୟରେ ବିରୋଧୀଙ୍କ ଯୁକ୍ତି ଓ ଶାସକ ଦଳର ପାଲଟା ଜବାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାସ କରି ଗୃହ ମନ୍ତ୍ରୀ ଅମିତ…

ମୁସଲମାନଙ୍କ ସୁରକ୍ଷାକୁ ନେଇ ଲୋକସଭାରେ ଗର୍ଜିଲେ ପୁରୀ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଚାଲିଥିବା ଚର୍ଚ୍ଚା ଭିତରେ ବିଜେପିର ପୁରୀ ସାଂସଦ ସମ୍ବିତ ପାତ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ର ଗୁରୁତ୍ୱ ବୁଝାଇ ସେ କହିଛନ୍ତି ଯେ ଓ୍ବାକଫ ବୋର୍ଡରେ ପୂର୍ବରୁ ଅନେକ ଥର ସଂଶୋଧନ ହୋଇଛି। କିନ୍ତୁ ଏବେ ଏହାକୁ…

ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଭୋଟିଂ ଶେଷ ହୋଇଛି। ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି ଯେ ଏହି ବିଲ୍‌କୁ ସମର୍ଥନ କରି ୨୮୮ ଭୋଟ ପଡ଼ିଥିବା ବେଳେ ୨୩୨ ଭୋଟ ବିରୋଧରେ ପଡ଼ିଛି। କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଭୋଟିଂ ପୂର୍ବରୁ…

ଜଙ୍ଗଲ ନିଆଁ ରୋକିବ ଭର୍ମି କମ୍ପୋଷ୍ଟ ୟୁନିଟ !

ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଏକ ଚିନ୍ତାଜନକ ପ୍ରସଙ୍ଗ । ତେବେ ଏହି ଜଙ୍ଗଲ ନିଆଁକୁ ରୋକିବାକୁ ବୌଦ୍ଧ ଜିଲ୍ଲା ବନ ବିଭାଗ ଆପଣେଇଛି ଏକ ଭିନ୍ନ ଉପାୟ । ବିଲରେ ଲାଗିଥିବା ନିଆଁରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବହୁ ମୁଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି । ଜଙ୍ଗଲରେ ନିଆଁ ଲାଗିବାରୁ…

ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ

ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ । ଘଟଣାର…

ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀକୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ଗ୍ରାମୀଣ କାର୍ଯ୍ୟ (PH) ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି…