ଭାରତ ଓ ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ୟୁଟର୍ନ
ନୂଆଦିଲ୍ଲୀ: କତାରର ରାଜଧାନୀ ଦୋହାରେ ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ସେ ଦୋହାରେ ପ୍ରଥମେ ଆମେରିକୀୟ ସୈନିକଙ୍କୁ ସମ୍ବୋଧିତ କରିଥିଲେ।
ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କରିଥିବା ମଧ୍ୟସ୍ଥତା ଦାବିରୁ ସେ ଓହରି ଯାଇଛନ୍ତି। ସେ କହିଛନ୍ତି ଯେ …