Latest Odisha News

BREAKING NEWS

୩ରୁ ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା; ଲାଗିବ ସିସିଟିଭି ,ଜଗିବେ ୬ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର: ଆସୁଛନ୍ତି ମା’, ଚଳ ଚଞ୍ଚଳ ହୋଇଉଠିଛି ସମଗ୍ର ବ୍ରହ୍ମପୁର ସହର ।  ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ୩ ତାରିଖରୁ ଆରମ୍ଭ ହେବ । ୩ ତାରିଖ ବିଳମ୍ୱିତ ରାତିରେ ମାଆଙ୍କୁ ଏକ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରରୁ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ…

ଭାରତ-ଇଂଲଣ୍ଡ ପଟୌଦ୍ଦି ଟେଷ୍ଟ ସିରିଜର ବଦଳିବ ନାମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଖେଳାଯିବ । ଏହି ସିରିଜକୁ ଭାରତର ମହାନ ଖେଳାଳି ପଟୌଦ୍ଦିଙ୍କ ନାମରେ ପଟୌଦ୍ଦି ଟ୍ରଫି ରଖାଯାଇଛି । ରିପୋର୍ଟ ମୁତାବକ ଏବେ ଏହି ସିରିଜର ନାମ ବଦଳାଯିବ । ଏହା ଅନ୍ୟ ଜଣେ ମହାନ ଖେଳାଳିଙ୍କ ନାମରେ ନାମିତ କରାଯିବ ।…

୨୦୨୪-୨୫ ଆର୍ଥିକ ବର୍ଷରେ ୨୫୯.୨୫୪ ନିୟୁତ ଟନର ରେକର୍ଡ ପଣ୍ୟ ବୋଝେଇ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଆର୍ଥିକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛି। ଯେଉଁଥିରେ ୧୫୩.୨୭୧ ନିୟୁତ ଟନ୍ କୋଇଲା, ଇସ୍ପାତ କାରଖାନା ପାଇଁ ୯.୯୫୨ ନିୟୁତ ଟନ୍ କଞ୍ଚାମାଲ, ୨୧.୩୮୧ ନିୟୁତ ଟନ୍ ଇସ୍ପାତ ଏବଂ ସ୍ଲାଗ୍, ୩୨.୪୭୬ ନିୟୁତ ଟନ୍…

ବିଶ୍ବରେ ଚମକୁଛି ରୟାଲ୍ ଏନଫିଲ୍ଡ ; ବିକ୍ରି ହେଲା ଦଶ ଲକ୍ଷରୁ ଅଧିକ ୟୁନିଟ୍

ନୂଆଦିଲ୍ଲୀ: ରୟାଲ୍ ଏନଫିଲ୍ଡର ବିକ୍ରିରେ ଅହେତୁକ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୦୨୫ରେ ରୟାଲ୍ ଏନଫିଲ୍ଡର ମୋଟ ବିକ୍ରି ୩୪ ପ୍ରତିଶତ ବୃଦ୍ଧି ହୋଇ ୧,୦୧,୦୨୧ ୟୁନିଟ୍ ହୋଇଥିବାବେଳେ ଗତ ବର୍ଷ ମାର୍ଚ୍ଚ ମାସରେ ଏହି ସଂଖ୍ୟା ୭୫,୫୫୧ ୟୁନିଟ୍ ଥିଲା । ରୟାଲ୍ ଏନଫିଲ୍ଡ ମଙ୍ଗଳବାର ଏକ ବିବୃତ୍ତିରେ…

ଆରସିବିକୁ ଗରିବ କହିଲେ ଏହି ମହାନ ଖେଳାଳି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରି ରଖିଛି । ତେବେ ଆରସିବିକୁ ବିଜୟକୁ ପ୍ରଶଂସା କରିବା ପରିବର୍ତ୍ତେ ପୂର୍ବତନ ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଆରସିବି ପରି ଗରୀବ ଟିମକୁ ମଧ୍ୟ କିଛି…

୩୦ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ସ୍ତରକୁ ପଦୋନ୍ନତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ କେନ୍ଦ୍ର ଦ୍ୱାରା ୨୦୨୩ ଏବଂ ୨୦୨୪ରେ ଖାଲି ପଦବୀ ପୂରଣ ପାଇଁ ୩୦ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍) ଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରକୁ ପଦୋନ୍ନତି ଦେବାକୁ ଅନୁମୋଦନ କରିଛନ୍ତି। ସରକାରୀ ବିଜ୍ଞପ୍ତି…

ଆସନ୍ତୁ ଜାଣିବା ବିବିଏଲରେ କୋହଲି ଖେଳିବା ଖବରର ସତ୍ୟତା

ବେଙ୍ଗାଲୁର: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଏହାର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏକ ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ବିଗ ବାଶ ଲିଗରେ ଖୁବ ଶୀଘ୍ର କୋହଲି ଖେଳିବାକୁ ଯାଉଛନ୍ତି । ଏ ନେଇ ସିଡନୀ…

ଆସନ୍ତାକାଲି ବନକଲାଗି ନୀତି; ୫ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଚୈତ୍ର ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ…

୩୩ ତମ ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍' (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୩ ତମ ଏକଲବ୍ୟ ପୁରସ୍କାର ୨୦୨୫' ନିମନ୍ତେ ନମାଙ୍କନ ପତ୍ର ଆହ୍ଵାନ କରାଯାଇଛି। 'ଏକଲବ୍ୟ ପୁରସ୍କାର' ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ…

କାଲିଠୁ +୨ ଖାତା ଦେଖା; ଏକ ସଙ୍ଗେ ବାହାରିବ ସମସ୍ତଙ୍କ ରେଜଲ୍ଟ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଠାରୁ +୨ ଖାତା ଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ୩ ଲକ୍ଷ ୯୩ ହଜାର ୬୧୬…