ଇତିହାସ ରଚିବ ଭାରତୀୟ ରେଳ! ବାଣିଜ୍ୟିକ ହାଇପରଲୁପ୍ କ’ଣ, ଏହା କିପରି କାମ କରିବ?
ନୂଆଦିୀଲ୍ଲୀ: ଭାରତରେ ପରିବହନ ବିପ୍ଳବ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ବନ୍ଦେ ଭାରତ ଟ୍ରେନର ସଫଳତା ପରେ, ଭାରତୀୟ ରେଳବାଇ ଏବେ ହାଇପରଲୁପ୍ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି, ଯାହା ଭବିଷ୍ୟତର ଦ୍ରୁତ, ସ୍ଥାୟୀ ଏବଂ ସ୍ମାର୍ଟ ପରିବହନ ବ୍ୟବସ୍ଥାର ଆଧାର ହେବ ।
ଏନେଇ…