ପ୍ରତୀକ୍ଷାର ଅନ୍ତ: ରେଳ ଯୋଗେ ଯୋଡି ହେବ କଶ୍ମୀର!
ଶ୍ରୀନଗର: ପ୍ରତୀକ୍ଷାର ଅନ୍ତ । ଶେଷରେ ରେଳ ଯୋଗେ କଶ୍ମୀର ଦେଶର ଅନ୍ୟ ଅଂଶ ସହିତ ଖୁବଶୀଘ୍ର ଯୋଡି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ, କାଶ୍ମୀର ବାସୀ ପ୍ରଥମ ଟ୍ରେନ ସେବା ପାଇବାକୁ ଯାଉଥିବା ନେଇ ସୂଚନା ମିଳୁଛି । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୯ରେ…