କାହିଁକି ଧଳା କୋଟରେ ରୋହିତ ବାହିନୀ?
ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଚାମ୍ପିୟନ୍ ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଦେଶରେ ଏବେ ଖୁସିର ଲହରୀ ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ସୁପର ସଣ୍ଡେରେ ଦୁବାଇ…